ଟ୍ରାଙ୍କୁଲାଇଜ୍ କରି ରେଡ଼ିଓ କୁଲାର ପରେ ବି ଥମିନି ହାତୀ ଆକ୍ରମଣ, ଜଣେ ଆହତ
by Argus News
Fri, Oct 04 | 8:56 a.m.

ଅର୍ଗସ ବ୍ୟୁରୋ:  ଟ୍ରାଙ୍କୁଲାଇଜ୍ କରି ରେଡ଼ିଓ କୁଲାର ଲଗେଇଲା ପରେ ବି ବୋଲ ମାନିଲା ନାହିଁ ନରହନ୍ତା ଦନ୍ତା। ଆଜି ପୁଣି ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ଗାଁର ମତ ସାହିରେ ଘର ଭାଙ୍ଗିବା ସହିତ ଜଣଙ୍କୁ ଆକ୍ରମଣ କରି ମାରିଲା । ସୁଚନାରୁ ପ୍ରକାଶ ଯେ ଆଜି ରାତି ପାଖାପାଖି ୧ଟା ସମୟ ରେ ପାଟମୁଣ୍ଡା ଗାଁର ମତ ସାହିରେ ନର ହନ୍ତା ଦନ୍ତା ଗାଁକୁ ପ୍ରବେଶ କରି ଗାଁର ତିନୋଟି ଘର ଭାଙ୍ଗିବା ଶହ ଆସବା ପତ୍ର ଭାଙ୍ଗିବା ଶହ ଚଉଳ ଖାଇବା ପରେ ଲୋକଙ୍କୁ ଆକ୍ରମଣ କରିବାକୁ ଗଡ଼େଇ ଥିଲା ।

ଏତିକି ବେଳେ  ସମସ୍ତେ ଦୌଡି ପଳେଇ ଯାଉଥିବା ବେଳେ ସମା ମୁଣ୍ଡା (୭୦) ଙ୍କୁ ଆକ୍ରମଣ କରି ଦଳି ଚକଟି ଦେଇଥିଲା ଯାହାଫଳରେ ସମା ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ବଣ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ରାତିରେ ହିଁ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇଵା ସହ ହାତୀ ର ଗୋତି ବିଧି ଉପରେ ନଜର ରଖିବା ଶହ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର