ଟ୍ରାଙ୍କୁଲାଇଜ୍ କରି ରେଡ଼ିଓ କୁଲାର ପରେ ବି ଥମିନି ହାତୀ ଆକ୍ରମଣ, ଜଣେ ଆହତ
by Argus News
Fri, Oct 04 | 8:56 a.m.

ଅର୍ଗସ ବ୍ୟୁରୋ:  ଟ୍ରାଙ୍କୁଲାଇଜ୍ କରି ରେଡ଼ିଓ କୁଲାର ଲଗେଇଲା ପରେ ବି ବୋଲ ମାନିଲା ନାହିଁ ନରହନ୍ତା ଦନ୍ତା। ଆଜି ପୁଣି ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ଗାଁର ମତ ସାହିରେ ଘର ଭାଙ୍ଗିବା ସହିତ ଜଣଙ୍କୁ ଆକ୍ରମଣ କରି ମାରିଲା । ସୁଚନାରୁ ପ୍ରକାଶ ଯେ ଆଜି ରାତି ପାଖାପାଖି ୧ଟା ସମୟ ରେ ପାଟମୁଣ୍ଡା ଗାଁର ମତ ସାହିରେ ନର ହନ୍ତା ଦନ୍ତା ଗାଁକୁ ପ୍ରବେଶ କରି ଗାଁର ତିନୋଟି ଘର ଭାଙ୍ଗିବା ଶହ ଆସବା ପତ୍ର ଭାଙ୍ଗିବା ଶହ ଚଉଳ ଖାଇବା ପରେ ଲୋକଙ୍କୁ ଆକ୍ରମଣ କରିବାକୁ ଗଡ଼େଇ ଥିଲା ।

ଏତିକି ବେଳେ  ସମସ୍ତେ ଦୌଡି ପଳେଇ ଯାଉଥିବା ବେଳେ ସମା ମୁଣ୍ଡା (୭୦) ଙ୍କୁ ଆକ୍ରମଣ କରି ଦଳି ଚକଟି ଦେଇଥିଲା ଯାହାଫଳରେ ସମା ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ବଣ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ରାତିରେ ହିଁ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇଵା ସହ ହାତୀ ର ଗୋତି ବିଧି ଉପରେ ନଜର ରଖିବା ଶହ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SPORTS
6m ago
ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ଇନିଂସରେ କୌଣସି ୱିକେଟ
BALI JATRA
33m ago
୧୫ରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ସରିଛି
ଅର୍ଗସ ବ୍ୟୁରୋ: ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ବୀରା
MODI
59m ago
ଓଡ଼ିଶା ପର୍ବର ଆଜି ଶେଷ ଦିନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଆଜି ଶେଷ ଦିନ। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି
GPR
ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ
ଅର୍ଗସ ବ୍ୟୁରୋ: ଆସିଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍
CABINET
ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ
ଅର୍ଗସ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ । ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ସହ ଶିଳ୍ପନୀତି ୨୦୧୫ର ୨ଟି ସଂଶୋଧନକ