ଘର ଭାଙ୍ଗିବା ସହ ଚାଉଳ ଖାଇଗଲା ଗଜରାଜ 
by Argus News
Thu, Jul 11 | 10:52 a.m.

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ମଧ୍ୟ ରାତ୍ରିରେ ଗୋଟିକିଆ ଦନ୍ତାହାତୀ କିଛିଦିନ ହେଲାଣି ବିଭିନ୍ନ ଗ୍ରାମରେ ଲୋକଙ୍କ ନିଦ ହଜେଇଦେଇଛି । ଗତକାଲି ମଧ୍ୟରାତ୍ରୀରେ ଦନ୍ତା ହାତୀ ଆସି ତିନୋଟି ଘର ଭାଙ୍ଗିଥିବା ବେଳେ ଜୟନ୍ତ ମାଝୀ ଘରକୁ ଆସି ତାଙ୍କ ସମ୍ପୂର୍ଣ୍ଣ ଘର ଭାଙ୍ଗିଦେଇଥିବା ବେଳେ ଘର ଭିତରେ ତାଙ୍କ ପତ୍ନୀ ଓ ଦୁଇ ଛୁଆ ଶୋଇଥିଲେ ।

 ହାତୀ ଘର ଭାଙ୍ଗିବା ଦ୍ୱାରା ଇଟା ପଡି ଚାପି ହୋଇ ରହିଯାଇଥିଲେ ଛୁଆ ଆଉ ମା । ହାତୀ ଗଲା ପରେ ଗ୍ରାମବାସୀ ଆସି ଉଦ୍ଧାର କରିଲେ । ସେହିଭଳି ହୃଷିକେଶ ପାତ୍ର ତାଙ୍କ ଘରର ପାଚେରୀ ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲା ହାତୀ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା