ଖାଲରେ ଫଶିଲା ହାତୀ: ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
by Argus News
Mon, Sep 30 | 10:13 a.m.

ଅର୍ଗସ ବ୍ୟୁରୋ: କାଲହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ  ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶ୍ବରେ ଥିବା ଖାଲରେ ସକାଳୁ ହାତୀ ପଡିଯାଇଥିବା ଦେଖିବାକୁ ମିଲିଛି। ବାହାରକୁ ବହାରିପାରୁ ନାହିଁ।ଗତ କିଛିଦିନ ହେଲା ବଜରଗଡ଼ ଜଙ୍ଗଲର ୩୦ ଟିକିଆ ହାତୀ ପଲ ଏ ଅଞ୍ଚଳରେ ବୁଲିବା ସହ ଉପଦ୍ରବ କରି ଆସୁଛନ୍ତି। 

ବହୁ ଧାନ ଓ କପା ଫସଲ ନଷ୍ଟ କରିଛନ୍ତି।ବନ ବିଭାଗ ହାତିପଲ ଘଡାଇ ନାକେଦମ ହୋଇଥିଲେ।ସକାଳ ସମୟରୁ ଖାଲରେ ପଡିଥିବା ହାତୀ ଦେଖିବାକୁ ମିଲୁଛି। ବାହାରିବାକୁ ଚେଷ୍ଟା କରୁଛି ହେଲେ ବାହାରି ପାରୁନାହିଁ। ବର୍ତ୍ତମାନ ବନବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନବିଭାଗ ର ରେସକ୍ୟୁ ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସକାଳର
21m ago
ସକାଳର ଖବର ସଂକ୍ଷେପରେ....
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ନିର୍ଯାତନା ମାମଲା... ଗୁଜରାଟରେ କ୍ରାଇମବ୍ରାଞ୍ଚ ଟିମ୍... ଆଜି ହେବ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ସସପେଣ୍ଡ୍ ପୋଲି
ମୋହନ ସରକାର
49m ago
ବିଜେପି ସରକାରଙ୍କ ନୂଆ ମଡେଲ୍,ମୋହନ ସରକାରରେ ସମସ୍ୟାର ସମାଧାନ ଅନ୍ ଦି ସ୍ପଟ୍
ଅର୍ଗସ ବ୍ୟୁରୋ:ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅନ୍ଦାଜ୍,ସମସ୍ୟା ସମାଧାନ ଅନ ଦି ସ୍ପଟ୍,ନୂଆ ସରକାର,ଶାସନର ତରିକା ବି ଭିନ୍ନ। ବିଜେଡି ଶାସନରେ ଦୀର୍ଘ ବର୍ଷଧରି ବନ୍ଦ କରି ଦିଆଯାଇଥିଲ
ଭରତପୁର ଥାନା
ଭରତପୁର ଥାନା ଘଟଣା; ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ
ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପ୍ରସଙ୍ଗ । ଆଜି ଠାରୁ ଆରମ୍ଭ ହେବ ବିଚାର ବିଭାଗ ତଦନ୍ତ । ତଦନ୍ତ ଆରମ୍ଭ କରିବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ଭୁବନେଶ୍ବ