ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ, ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ
by Argus News
Tue, Feb 13 | 3:10 p.m.

ଅର୍ଗସ ବ୍ୟୁରୋ : ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ପ୍ରଶାସନ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ । ୩ଟି ଗାଁର ଲୋକେ ଆନ୍ଦୋଳନ କରୁଛନ୍ତି । ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ ପାଇଁ ଦେଇଛନ୍ତି ଚେତାବନୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମସ୍ୟାର ଗନ୍ତାଘର ହେଉଛି ଗଜପତି ଜିଲ୍ଲାର ଆର. ଉଦଗିରି ବ୍ଲକ ଅନଗା ପଞ୍ଚାୟତର ତୁବୁସିଂଗ, ବାଲିଗୁମ୍ମା, ଭେନୁସାହି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି । ଗାଁକୁ ରାସ୍ତା ନାହିଁ କି ପାଣି । ଭୋଟ ବର୍ଜନ କରିବାକୁ ଦେଉଛନ୍ତି ସ୍ଲୋଗାନ ।

ମୋଦି
9m ago
ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି
ବଲାଙ୍ଗିର: ବଲାଙ୍ଗିରରେ ପ୍ରଧାନମନ୍ତ୍ରୀ ମୋଦି। ଫୁଲବାଣୀ ପରେ ବଲାଙ୍ଗିରରେ ମୋଦି। ବିଜୟ ସଂକଳ୍ପ ସମାବେଶରେ ଦେଲେ ଯୋଗ। ସମ୍ବଲପୁରୀ ଉତ୍ତରୀୟ ଦେଇ ମୋଦିଙ୍କୁ କରାଗଲ
RAPE CASE
10m ago
ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା, ଗିରଫ ସଂଖ୍ୟା ୬ରେ ପହଁଞ୍ଚିଲା
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଗିରଫ ସଂଖ୍ୟା ୬ରେ ପହଁଚିଲା । ଗିରଫ ହୋଇଥିବା ଯୁବକ ଜଣଙ୍କ ପୁରୁଷୋତ୍ତମପୁର ଥାନା ଭୂତର ସିଂ ଗାଁର ଓଁକା
ନରେନ୍ଦ୍ର ମୋଦି
12m ago
ରୁଟି, ସନ୍ତୁଳା ସହ ଡାଲମା ଖାଇଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଓଡିଆ ଖାଇବା ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତିରେ ଭୁବନେଶ୍ୱରରେ ରୋଡ ସୋ ପରେ ରାଜଭବନରେ ସମ୍ପୂର୍ଣ୍ଣ ଓଡିଆ ଖାଇବା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି । ରାତିର