ଫାଷ୍ଟଫୁଡ୍ ଦୋକାନୀଙ୍କୁ ଗୁଳିମାଡ, 7 ଅଟକ 
by Argus News
Mon, Oct 07 | 9:04 a.m.

ନୂଆପଡା: ଗୁଳି ମାଡ଼ରେ ଜଣେ ଗୁରୁତର ।  7 ଜଣ ଅଟକ । ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଘଟିଛି ଗୁଳି କାଣ୍ଡ । ଗୁରୁତର ଜଣଙ୍କ ସିନାପାଲି ସହରର ନିଲାମ୍ବର ମେହେର ବୋଲି ଜଣାପଡିଛି । ସିନାପାଲି ସହରର ନିଲାମ୍ବର ମେହେର କାପସି ଛକରେ ଫାଷ୍ଟଫୁଡ୍ ଦୋକାନ ଖୋଲିଥିଲେ ।

ରାତିରେ କୌଣସି କଥା ନେଇ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଥିଲା । ଏଥିରେ ନୀଳାମ୍ବର ମେହେରଙ୍କ ପେଟରେ ଗୁଳି ବାଜିଥିଲା । ପରେ ଗୁରୁତର ଅବସ୍ଥାରେ ସିନାପାଲି ମେଡିକାଲ ପରେ ଭବାନୀପାଟଣା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l କାପସି ଗାଁର 7 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ସିନାପାଲି ପୋଲିସ ।
 
 

ଗଞ୍ଜେଇ ଜବତ
now
speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...
ଫଳ ଗାଡ଼ିରେ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ...ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ..1.61 କୋଟିର ଗଞ୍ଜେଇ ଜବତ...3
ରତନ ଟାଟା
2m ago
'ମୁଁ ସୁସ୍ଥ ଅଛି, ଗୁଜବ ଠାରୁ ଦୂରେଇ ରୁହନ୍ତୁ '- ରତନ ଟାଟା
ଅର୍ଗସ ବ୍ୟୁରୋ: '' ମୁଁ ସୁସ୍ଥ ଅଛି । ବୟସଗତ ସମସ୍ୟା ଓ ଚେକ୍ ଅପ୍ ପାଇଁ ମୁଁ ହସ୍ପିଟାଲ ଯାଇଥିଲି । ମୋ ସ୍ୱାସ୍ଥ୍ୟକୁ ନେଇ ନିକଟରେ ଗୁଜବ ପ୍ରକାଶ ପାଇଛି । କିନ୍ତୁ ଏ ସବ
ISRAEL
31m ago
ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ
ଅର୍ଗସ ବ୍ୟୁରୋ: ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟର