ଖରାଦିନରେ ବାହାରକୁ ବାହାରିଲେ...
by Argus News
Thu, Jun 20 | 2:23 p.m.

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଖରା ଗରମ ଏତେ ମାତ୍ରାରେ ଯେ ବାହାରକୁ ବାହାରିବା ସମ୍ଭବ ନୁହେଁ । ଯଦି ଆପଣ ହିଟ୍ ଷ୍ଟୋକରୁ ବଂଚିବା  ପାଇଁ ଚାହୁଛନ୍ତି ତେବେ ଏହି ସବୁ ଜିନିଷକୁ ଧ୍ୟାନ ଦେବା ଆବଶ୍ୟକ । 

ଯଦି ଆପଣ ଖରା ବେଳେ ବାହରକୁ କୁଆଡେ ଯାଉଛନ୍ତି ତେବେ ସାଙ୍ଗରେ ଟୋପି,ଚଶମା ,ଛତା ନେବାକୁ ଭୁଲନ୍ତୁ ନାହିଁ । ହାଳୁକା ରଙ୍ଗର ଓ ଢିଲା କପଡା ପିନ୍ଧନ୍ତୁ ।  ଖାଲିଲେତିକି ନୁହେଁ ଡିହାଇଡ୍ରେସନରୁ ବଚିଂବା ପାଇଁ ବାରମ୍ବାର orsର ପାଣି ପିଅନ୍ତୁ  ।ଖାରା ଦିନରେ ମସଲାଯୁକ୍ତ ଖାଇବା କଥା ନୁହେଁ ସନ୍ତୁଳିତ ହାଳୁକା ଖାଦ୍ୟ ନିୟମିତ ଭାବରେ ଖାଇବା ଉଚିତ୍ । 

ରୋଷେଇ କରିବା ସମୟରେ ଝରକା ,କବାଟ ଖୋଲା ରଖିବା ଆବଶ୍ୟକ। ଆପଣ ଯଦି ଅଧିକ ପରିଶ୍ରମ କରୁଛନ୍ତି ତେବେ ମଝିରେ ମଝିରେ ଆରାମ କରିବା ଆବଶ୍ୟକ । ଖରା ଦିନରେ ଅଧିକରୁ ଅଧିକ ପାଣି ପିଅନ୍ତୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର: 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା