ୟୁଟ୍ୟୁବର ମୋନାଲିସାଙ୍କ ଘରେ ବନବିଭାଗର ଚଢ଼ାଉ, ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ସହ ଭିଡିଓ କରୁଥିଲେ ଭାଇରାଲ
by Argus News
Sun, Mar 24 | 1:20 p.m.

ଅର୍ଗସ ବ୍ୟୁରୋ:  ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ  ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରିବା ଘରଣାରେ  ବନ ବିଭାଗର ଚଢ଼ାଉ। ଯାଜପୁର ସଦର ଥାନା ବେରୁଦା ପଂଚାୟତ ଜହଲ ଗ୍ରାମର ୟୁଟ୍ୟୁବର ମୋନାଲିସା ଭଦ୍ର ଓ ବଦ୍ରି ନାରାୟଣ ଭଦ୍ରଙ୍କ ଘରେ ଏହି ଚଢ଼ାଉ ହୋଇଛି। ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟ ଜନ୍ତୁଙ୍କ ସହ ବିଭିନ୍ନ ଫଟୋ ପୋଷ୍ଟ କରୁଥିଲେ।

ଏନେଇ ତାଙ୍କୁ ବାରମ୍ବାର ତାଗିତ କରା ଯିବା ସହ ବନ ବିଭାଗ ପାଖରେ ଏପରି ଭୁଲ କରିବେ ନାହିଁ ବୋଲି ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ ପରେ ବାରମ୍ବାର  ସେହି ଭୁଲ ଦୋହରାଇଥିଲେ। ତେବେ ଉଭୟ ଦମ୍ପତି ଏବେ ଫେରାର ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି