ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା
by Argus News
Tue, Mar 12 | 7:01 p.m.

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଅସହାୟଙ୍କୁ ଅଣଦେଖା। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା।-ମୁମୂର୍ଶୁ ଅବସ୍ଥାରେ ଏକାନ୍ତ ଜୀବନ କାଟୁଛନ୍ତି ସୀମା। ବୌଦ୍ଧ କଣ୍ଟାମାଳ ବ୍ଲକ ଗୁଡ଼ଭେଲିପଦରର ସୀମା । ୬ମାସ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ରୋଗ ଶଯ୍ୟାରେ ପଡିରହିଛନ୍ତି । ନା ଯତ୍ନ ନେବାକୁ କିଏ ପାଖରେ ଅଛି ନା ଚିକିତ୍ସିତ ହେବାକୁ ହାତରେ ଅଛି ପଇସା। ଏଭଳି ପରିସ୍ଥିତିରେ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରିଛନ୍ତି | ହେଲେ ସୀମା ପରି ଅସହାୟ ଲୋକ ଆଜି ବି ସରକାରୀ ସୁବିଧା ରୁ ବଞ୍ଚିତ | ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଲେ ସେ ପୁଣି ପୂର୍ବବସ୍ଥା ଫେରି ପାରିବେ ବୋଲି ଆଶା | ମାତ୍ର ଏପର୍ଯ୍ୟନ୍ତ ସରକାରୀ ସହୟତା ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ସିମାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଗରିବ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି ସତ। ମାତ୍ର ସିମାଙ୍କ ଭଳି ଅନେକ ଅସହାୟଙ୍କ ପାଖରେ ଅପହଞ୍ଚ ସହୟତା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

VOTE
3m ago
ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସର ସସପେଣ୍ଡ୍
ଭୁବନେଶ୍ୱର: ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସରଙ୍କୁ ସସପେଣ୍ଡ୍ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର୍ ସସପେଣ୍ଡ୍ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚ
ମତଦାନ
29m ago
ପ୍ରଥମ ପର୍ଯ୍ୟାୟ ମତଦାନ; 11.30 ସୁଦ୍ଧା ୨୩.୨୮ % ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮ % ମତଦାନ ହୋଇଛି । ECI ଆପ୍‌ରୁ ମତଦାନ ନେଇ ସୂଚନା ମିଳିଛି । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦% ମତଦାନ ହୋଇଛି । ନର୍ଲା ୨୬.୪୬%
ASTHAMA
35m ago
ଆସ୍ତମା ଥିଲେ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ
ଅର୍ଗସ ବ୍ୟୁରୋ: ଖରା ଗରମ ଏବଂ ଆର୍ଦ୍ରତା ଦ୍ଵାରା ଶ୍ୱାସକ୍ରିୟା ଜୋରେ କିମ୍ଵା ଧିରେ ହୋଇଥାଏ । ଯାହା ଆସ୍ତମା ରୋଗୀ ମାନଙ୍କର ଆହୁରି ଅଧିକ ଖରାପ କରିପାରେ । ଡିହାଇଡ୍ରେସନ୍ ଏବଂ ତାପମାତ୍ର