ନିଉଜିଲାଣ୍ଡରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ, ଶିରିଡ଼ି ସାଇବାବା ମନ୍ଦିରର ୧୦ମ ବାର୍ଷିକ ଉତ୍ସବ ପାଳିତ
by Argus News
Thu, Feb 15 | 7:50 p.m.

ଅର୍ଗସ ବ୍ୟୁରୋ: ନିଉଜିଲାଣ୍ଡର ଅକଲାଣ୍ଡ ସହରରେ ଶିରିଡ଼ି ସାଇବାବା ମନ୍ଦିରର ୧୦ତମ ପ୍ରତିଷ୍ଠା ଉତ୍ସବ ମହାସମୋରୋହର ପାଳିତ ହୋଇଯାଇଛି । ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଠିକ୍‍ ଦଶ ବର୍ଷ ତେଳ ଗୁରୁଜୀ ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥେିଲ । ଏହା
ମଧ୍ୟରେ ମନ୍ଦିରର ବହୁ ଅଗ୍ରଗତି ଘଟିଛି । ଗୁରୁଜୀ ପହଞ୍ଚିବା ପରେ ସ୍ଥାନୀୟ ମାଉରି ପରମ୍ପରୋର ତାଙ୍କର ସ୍ୱାଗତ କରାଯାଇଥିଲା । ଏହି ଅବସରରେ ନିଉଜିଲାଣ୍ଡର ଶିରିଡ଼ି ସାଇ ସଂସ୍ଥାନ ପକ୍ଷରୁ ଗୁରୁଜୀ ୩ ଲକ୍ଷ ନିଉଜିଲାଣ୍ଡ ଡଲାର ମୂଲ୍ୟର ଏକ ଆମ୍ବୁଲାନ୍ସ ସେଣ୍ଟ ଜୋନ୍ସ ହସ୍ପିଟାଲକୁ ପ୍ରଦାନ କରିଥେିଲ । ଏହି ଉତ୍ସବରେ
ବତ୍ତର୍ମାନର ସାଂସଦ, ପ୍ରାକ୍ତନ ସାଂସଦଙ୍କ ସେମତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ସ୍ଥାନୀୟ ନେତୃବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥଇଲେ । ଗୁରୁଜୀ ତାଙ୍କ ଉଦବୋଧନରେ ଏହିପରି ସେବା କାର୍ଯ୍ୟ ମହତ୍ତ୍ୱ ଉପରେ ଗୁରୁତ୍ୱୋରାପ କରିଥିଲେ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ