ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ, ନୂଆ କ୍ୟାପ୍ଟେନ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
by Argus News
Sat, Dec 16 | 6:18 a.m.

ଅର୍ଗସ ବ୍ୟୁରୋ : ଗୋଟିଏ ଯୁଗର ଅନ୍ତ । ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତ ଶର୍ମା ଅଧିନାୟକ ଭାବେ ମୁମ୍ବାଇକୁ ୫ଟି ଟ୍ରଫି ଭେଟି ଦେଇଛନ୍ତି । ଆଇପିଏଲ ଆରମ୍ଭରୁ ୫ ବର୍ଷର ବିଫଳତା ପରେ ମୁମ୍ବାଇ ରୋହିତଙ୍କୁ ଦଳର ଅଧିନାୟକ କରିଥିଲା, ଏବଂ ସେବେଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ବଦଳି ଯାଇଥିଲା । 

ଅଧିକ ପଢନ୍ତୁ ଖେଳ ଖବର

ଚେନ୍ନାଇ ସହ ମିଳିତ ଭାବେ ସର୍ବାଧିକ ଥର ଆଇପିଏଲ ଟ୍ରେଫି ଉଠାଇଛି ମୁମ୍ବାଇ, ଏବଂ ୫ଟି ଯାକ ରୋହିତଙ୍କୁ ନେତୃତ୍ବରେ । ସେପଟେ ମୁମ୍ବାଇ ତାର ସୋସିଆଲ ମିଡିଆ ପେଜରେ ଏହି ଘୋଷଣା କରିବା ପରେ ଫ୍ୟାନ୍ସ ନାଖୁସ ଥିବା ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଷ୍ପତ୍ତିକୁ ଅଧିକାଂଶ ପ୍ରଶଂସକ ନାପସନ୍ଦ କରିଛନ୍ତି ।

ଟର୍ଣ୍ଣିଂ ପଏଣ୍ଟ
54m ago
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019