ପ୍ରଚଣ୍ଡ ରୌଦ୍ରତାପ  ସହ  ଆକାଶରୁ ଅଗ୍ନିଵର୍ଷା
by Argus News
Sun, Apr 21 | 11:11 a.m.

ଅର୍ଗସ ବ୍ୟୁରୋ:  ସାରା  ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ  ସହ  ଆକାଶରୁ  ଅଗ୍ନିଵର୍ଷା  ହେଉଛି । କ୍ରମାଗତ  ଭାବେ  ୭ ଦିନ  ହେବ  ଗ୍ରୀଷ୍ମ  ଲହରି  ରାଜ୍ୟରେ  ଜାରି ହୋଇଥିବା  ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ  ଆସ୍ବସ୍ତି । ୨ ଦିନ ମଧ୍ୟରେ  ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ  ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ତେବେ ଆଜି ସକାଳ ୮.୩୦ ସୁଦ୍ଧା 37 ଡିଗୀ ସହ ବାରିପଦା ସହର ସବୁଠୁ ଉତପ୍ତ ।

ବଲାଙ୍ଗିର 35.4, ଭଦ୍ରକ ଓ ଅନୁଗୁଳ 35 ଡିଗ୍ରୀ, ଯାଜପୁର 34.8, ଭବାନୀପାଟଣା 34.4 ଡିଗ୍ରୀ ।  ଝାରସୁଗୁଡ଼ା 34.4, କେନ୍ଦୁଝର ଓ କଟକ 34 ଡିଗ୍ରୀ , ରାଉରକେଲା 33.8, ଫୁଲବାଣୀ ଓ ବାଲେଶ୍ଵର 33.6 ଡିଗ୍ରୀ , ନୟାଗଡ଼ ଓ ଟିଟିଲାଗଡ଼ 33, ଭୁବନେଶ୍ଵର 32.6 ଡିଗ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ତାତି
40m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
49m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା