ତାତିରୁ ନିସ୍ତାର ନାହିଁ, ଜଳୁଛି ସାରା ସହର
by Argus News
Thu, Apr 18 | 1:08 p.m.

ଭୁବନେଶ୍ୱର:  କଲବଲ କରୁଛି ତାତି । ସକାଳୁ ଘରୁ ବାହାରିବା ମୁସ୍କିଲ । ସାଢେ ୧୧ ଟା ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା ୪ ସହରର ପାରଦ । ଭୁବନେଶ୍ବର ଓ ବାଲେଶ୍ବରରେ ସର୍ବାଧିକ  40.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ 40, ଝାରସୁଗୁଡାରେ 40 ଡିଗ୍ରୀ ଛୁଇଁଲା ପାରଦ ।

ସମ୍ବଲପୁରରେ 39.7, କେନ୍ଦୁଝରରେ 39, ହୀରାକୁଦରେ 38.6, ରାଉରକେଲାରେ 37.9, ଗୋପାଳପୁରରେ 35.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆହୁରି ୫ ଦିନ କଲବଲ କରିବ ତାତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଯୋଗୀ ଆଦିତ୍ୟନାଥ
4m ago
୨୩ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଏବଂ ଯୋଗୀ ଆଦିତ୍ୟନାଥ
ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡଚଣା
ରାମ
19m ago
୨୨ ରେ ଓଡ଼ିଶା ଆସିବେ ରାମ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ। ନିର୍ବାଚନୀ ସଭାରେ ଯୋଗ ଦେବେ ଅରୁଣ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ଅରୁ
IMD ISSUES HEATWAVE
24m ago
ଆସନ୍ତା ପାଞ୍ଚ ଦିନ ପାଇଁ ଜାରି ହେଲା ରେଡ୍ ଆଲର୍ଟ
ଅର୍ଗସ ବ୍ୟୁରୋ : କଲବଲ ଦିଲ୍ଲୀବାସୀ । ଖରା ଗରମରେ ହନ୍ତସନ୍ତ ହୋଉଛନ୍ତି ଦିଲ୍ଲୀ ଲୋକେ । ଯାହାକୁନେଇ ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛ