ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ
by Argus News
Fri, May 10 | 5:46 p.m.

ମୟୂରଭଞ୍ଜ: ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ।  ନାଳ ନର୍ଦ୍ଧମା ଗୁଡିକ ସଫା ନହେବା ଫଳରେ ଦୋକାନ ଗୁଡିକରେ ପଶିଲା ପାଣି। ଗତ ବର୍ଷ ଏମିତି ପାଣି ପଶିବାରୁ ସ୍ଥାନୀୟ ଲୋକେ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୋପି ପୃଷ୍ଟି ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟ ନହେବାରୁ ସ୍ଥାନୀୟ ଲୋକେ ବଜାର ସମ୍ମୁଖ ରାସ୍ତା କୁ ଅବରୋଧ କରି ଜେଲ ମଧ୍ୟ୍ୟ ଯାଇଥିଲେ।

 କିନ୍ତୁ ଆଜି ପର୍ଯ୍ୟନ୍ତ ସହରର ଡ୍ରେନ ଗୁଡିକ ଯେମିତି ଅବସ୍ଥା ରେ ଥିଲା ସେମିତି ଅବସ୍ଥାରେ ରହିଛି।  ଦୋକାନୀଙ୍କ ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ନାହିଁ ନଥିବା ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଭିଯୋଗ ପରେ ମଧ୍ୟ୍ୟ ଏନ ଏ ସି କର୍ତ୍ତୃପକ୍ଷ୍ୟ ନିଘଡ଼ ନିଦ୍ରାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍