ବାତ୍ୟା ପ୍ରଭାବରେ ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
by Argus News
Sat, Oct 26 | 8:31 a.m.

ଅର୍ଗସ ବ୍ୟୁରୋ:  ଦୁର୍ବଳ ହୋଇ ଡିପ ଡିପ୍ରେଶନ ର ରୂପ ନେବ ଦାନା । ବର୍ତ୍ତମାନ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଭଦ୍ରକର ଠାରୁ ୪୦ କିମି ଓ ଧାମରା ଠାରୁ ୭୦ କିମି ଦୁରରେ ରହିଛି l ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ, ଚାନ୍ଦବାଲି ରେ ସର୍ବାଧିକ ୧୫୮.୬ ମୀମି ବର୍ଷା ରେକର୍ଡ କରାଯାଇଛି l ସେହିଭଳି ବର୍ତ୍ତମାନ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା  ରେ ୭୦-୮୦ ବେଗରେ ପବନ, ଢେଙ୍କାନାଳ, ଜଗତସିଂପୁର, କଟକ, କେଉଁଝର ୬୫-୭୦ ବେଗରେ ବହୁଛି । ବାତ୍ୟା `ଦାନା' ପ୍ରଭାବରେ ରାଜଧାନୀରେ ବର୍ଷା ଲାଗି ରହିଛି ।

ପାଣିପାଗ କେନ୍ଦ୍ରର ସୂଚନା ଆନୁସାରେ ଶୁକ୍ରବାର ସନ୍ଧ୍ୟା 5ଟା ମଧ୍ୟରେ 23.2 ମିଲିମିଟର ବର୍ଷା ହୋଇଥିବା ବେଳେ ଲାଗି ରହିଛି ବର୍ଷା । ତେବେ ରବିବାର ପାଗରେ ପରିବର୍ତ୍ତନ ଆସିବ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ 3 ଦିନ ଯାଏ ଭୁବନେଶ୍ବର ସହର ଆକାଶ ମେଘାଚ୍ଛନ ରହିା ସହ କିଛି ସ୍ଥାନରେ ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

GOLD LOAN
3m ago
ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି
ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋ
ସଲମାନଙ୍କ
16m ago
ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି
ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅ
ଡାଳିମ୍ବ
16m ago
କେବଳ ଡାଳିମ୍ବ ନୁହେଁ, ଚୋପାରେ ବି ରହିଛି ଉପକାରୀ ଗୁଣ କିପରି, ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ଡାଳିମ୍ବ ଏକ ଉପକାରୀ ଫଳ । ଏହା ଯେତେ ସ୍ୱାଦିଷ୍ଟ ତାହାଠାରୁ ଅଧିକ ଲାଭଦାୟକ । ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତ