ଆସିଲା ଶ୍ରୀ ରାମଲାଲାଙ୍କ ଗର୍ଭଗୃହର ପ୍ରଥମ ଫଟୋ
by Argus News
Sat, Dec 09 | 3:10 p.m.

ଅର୍ଗସ ବ୍ୟୁରୋ : ଭଗବାନ ଶ୍ରୀ ରାମଲାଲାଙ୍କ ଗର୍ଭଗୃହ ଆସିଲା ପ୍ରଥମ ଫଟୋ | ଗର୍ଭ ଗୃହ ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି | ସୋସିଆଲ ମିଡ଼ିଆ ମାଧ୍ୟ୍ୟମରେ ଫଟୋ ଶେୟାର କଲେ ଶ୍ରୀରାମ  ଜନ୍ମଭୂମି ତ୍ରୀର୍ଥକ୍ଷେତ୍ର କାର୍ଯ୍ୟଳୟର ସାଧାରଣ ସମ୍ପାଦକ ଚମ୍ପତ ରାୟ। ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ।

ଅଧିକ ପଢନ୍ତୁ : ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ ଶ୍ରୀରାମ ‘ଚରଣ ପାଦୁକା’ ସ୍ଥାପନ

ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ନଗରୀ । ଅଯୋଧ୍ୟା ନଗରୀକୁ ତ୍ରେତୟା ଭଳି ସଜାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଅଯୋଧ୍ୟାର ବ୍ରହ୍ମା ନଗରୀର ଟେଣ୍ଟ ସିଟିରେ ପ୍ରଭୁ ଶ୍ରୀରାମଙ୍କ "ଚରଣ ପାଦୂକା" ସ୍ଥାପନ କରାଯାଇଛି । ତେବେ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମନ୍ଦିରର ଗର୍ଭଗୃହର ପ୍ରଥମ ଫଟୋ ଏବେ ସୋସିଆଲମିଡିଆରେ ପୋଷ୍ଟ କରାଯାଇଛି। 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ