କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଵେ କେମିତି ?
by Argus News
Sat, Apr 06 | 5:51 p.m.

ଅର୍ଗସ ବ୍ୟୁରୋ:  ଶରୀରରେ  କୋଲେଷ୍ଟ୍ରଲ ର ମାତ୍ରା ଵଢିଲେ ଅନେକ ସମସ୍ୟା ଦେଖା ଦୋଇଥାଏ । କୋଲେଷ୍ଟ୍ରଲ ଶରୀରରେ ଏକ ପ୍ରକାର ଚର୍ବି ଯାହା ଯକୃତ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହି କୋଲେଷ୍ଟ୍ରଲ କୋଷର ସ୍ନାୟୁ ଏବଂ ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ । ଯେତେବେଳେ ଏହି କୋଲେଷ୍ଟ୍ରୋଲ୍ ପ୍ରୋଟିନ୍ ସହିତ ମିଶିଯାଏ ଏହା ଲିପୋପ୍ରୋଟେନ୍ ସୃଷ୍ଟି କରେ ଯାହା ରକ୍ତରେ ଚର୍ବି ତରଳିବାରେ ରୋକିଥାଏ। ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ, ଗୋଟିଏ ଭଲ କୋଲେଷ୍ଟ୍ରଲ ଏବଂ ଅନ୍ୟଟି ଖରାପ କୋଲେଷ୍ଟ୍ରଲ । ଖରାପ କୋଲେଷ୍ଟ୍ରଲ୍ ବହୁତ ଷ୍ଟିକ୍ ଏବଂ ମୋଟା । ଏହା ପ୍ରଭାହିତ ରକ୍ତବ ଏବଂ ଧମନୀ ରାସ୍ତାରେ ଜମା ହୋଇଯାଏ । ଯେଉଁ କାରଣରୁ ରକ୍ତ ଅବରୋଧ ହୋଇପାରେ । ଏପରି ପରିସ୍ଥିତି ହୃଦୟ ଏବଂ ମସ୍ତିଷ୍କ ପାଇଁ ବିପଦଜନକ ହୋଇଥାଏ। 

ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିପାରିଵା ଯଦି ନିଜର ଖାଦ୍ୟ ଏବଂ କିଛି ଅଭ୍ୟାସ ଵଦଳାଇଵେ 

କୋଲେଷ୍ଟ୍ରଲ କମାଇବ ରସୁଣ :-
ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ରସୁଣ ଏକ ଭଲ ଉପାଦାନ ଵୋଲି କୁହାଯାଏ । ରସୁଣରେ ଏନଜାଇମ୍ ଥାଏ ଯାହାକି ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆପଣ ୨ଟି ଲବଙ୍ଗ ଓ ରସୁଣକୁ ପ୍ରତିଦିନ ଖାଆନ୍ତୁ ।  ଆଉ ମଧ୍ୟ କୁହାଯାଇଛି ଯେ ନିୟମିତ ରସୁଣ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ୯ ରୁ ୧୫ ପ୍ରତିଶତ ହ୍ରାସ ହୋଇପାରେ। 

କୋଲେଷ୍ଟ୍ରଲ କମାଇବ ଆମଲା :-
ଆମଲା ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ଵହୁର ଭଲ ହୋଇଥାଏ। ଆମଲାରେ  ଭିଟାମିନ୍ ସି ରେ ଭରପୂର ହୋଇ ରହିଛି ।  ଏହା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ ।  ୧ ଚାମଚ ଆମଲା ରସକୁ ଆଲୋ ଭେରା ରସ ସହିତ ମିଶାଇ ସକାଳେ ଖାଲି ପେଟରେ ପିଅନ୍ତୁ । ଏହାକୁ ନିୟମିତ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ ।ଅମଲାରେ  ସାଇଟ୍ରିକ୍ ଏସିଡ୍ ଥିଵାରୁ  କୋଲେଷ୍ଟ୍ରଲ୍ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 
 

୩୦ ଜଣ କର୍ମଚାରୀଙ୍କୁ
7m ago
୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡି
SILENCE
16m ago
୧୨ ମିନିଟ୍‌ ନିରବ ରୁହନ୍ତୁ, ଚମତ୍କାର ଫାଇଦା ପାଆନ୍ତୁ...
ଅର୍ଗସ ବ୍ୟୁରୋ: ନିରବ ରୁହନ୍ତୁ। ଦୂର ହେବ ଚାପ । ପ୍ରତ୍ୟେକ ଦିନ କରନ୍ତୁ ଏହି କାମ କରନ୍ତୁ । ଦୂର ହୋଇଯିବ ଆପଣଙ୍କ ସମସ୍ତ ଚାପ। ବିଶ୍ୱାସ ହେଉନାହିଁ ଯଦି ଥରେ କରିକ
ସମୁଦ୍ର
34m ago
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି
ଅର୍ଗସ ବ୍ୟୁରୋ : ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବ