9 କୋଟିରୁ ଅଧିକ କୃଷକଙ୍କୁ ବଣ୍ଟନ ହେଲା 21 ହଜାର କୋଟିର ରାଶି
by Argus News
Thu, Feb 29 | 8:24 a.m.

ନୂଆଦିଲ୍ଲୀ:  କୃଷକଙ୍କ ବ୍ୟାଙ୍କ ଖାତାକୁ ଆସିଲା ପିଏମ-କିଷାନ ସମ୍ମାନ ନିଧିର 16 ତମ କିସ୍ତି । ଦେଶର 9 କୋଟିରୁ ଅଧିକ ଲାଭାର୍ଥୀ କୃଷକଙ୍କୁ 21 ହଜାର କୋଟିରୁ ଅଧିକ ରାଶି ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ମହାରାଷ୍ଟ୍ରର ଯବତମାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଭାର୍ଥୀଙ୍କୁ କିସ୍ତି ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତରିତ ହୋଇଛି । କୃଷକମାନେ ବର୍ଷକୁ  ତିନିଟି କିସ୍ତିରେ 6 ହଜାର ଟଙ୍କା ପାଉଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ