ଜାଣିଛନ୍ତି କି ବ୍ୟଙ୍କ ଆକାଉଣ୍ଟ କେତେ ପ୍ରକାରର
by Argus News
Tue, May 28 | 12:16 p.m.

ଅର୍ଗସ ବ୍ୟୁରୋ: ଆପଣ ଜାଣିଥିବେ ପ୍ରତେକ ଲୋକ ନିଜର କିଛି ଅର୍ଜିତ ଧନକୁ ସଂଚୟ କରି ରଖିବାକୁ ଚାହାନ୍ତି ।କାରଣ ଟଙ୍କାର ଅନେକ ଆବଶ୍ୟକତା ରହିଛି । ପାଖରେ ରଖିଲେ ଖର୍ଚ୍ଚ ହେଇଯାଇଥାଏ ସେଥିପାଇଁ ଲୋକ ମାନେ ନିଜର ଆର୍ଥକ ଧନକୁ ବ୍ୟଙ୍କରେ ସଂଚୟ କରି ରଖିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ବ୍ୟଙ୍କ ଆକାଉଣ୍ଟ କେତେ ପ୍ରକାରର ଅଛି ଆଉ ସେ ସମସ୍ତଙ୍କର ଆଲଗା ଅଲଗା କାମ ହୋଇଥାଏ । 

ସେଭିଙ୍ଗ ଆକାଉଣ୍ଟ:-
ସବୁଠାରୁ ଅଧିକ ବ୍ୟବହାର କରଯାଉଥିବା ଆକାଉଣ୍ଟ ହୋଉଛି ସେଭିଙ୍ଗ ଆକାଉଣ୍ଟ। କାରଣ ଏହି ଆକାଉଣ୍ଟ ଖୋଲିବାରେ କୌଣସି ଦେୟ ଦେବାକୁ ପଡିନଥାଏ । ସେଥିପାଇଁ ଅଧିକ ସାଲେରୀ  ଆକାଉଣ୍ଟ ଖୋଲାଯାଇଥାଏ । ଚାଳୁ ଖତା ବ୍ୟବହାର କରିବା ଦ୍ଵାରା ଟଙ୍କା ନେଣ ଦେଣ କରିବାରେ ସୁବିଧା ହେଇଥାଏ ।

ଫିକ୍ସ୍ ଡିପଜିଟ:-
ଲୋକମେନେ ପ୍ରୟତଃ ନିବେଶ ପାଇଁ ଏହି ଆକାଉଣ୍ଟ ଖୋଲିଥାନ୍ତି । ଯାହା ଅଧିକ ଦିନ ପର୍ଯ୍ୟନ୍ତ ଟଙ୍କା ସଂଚୟ କରି ରଖାଯାଇଥାଏ ।ଏହି ଆକାଉଣ୍ଟର ଟଙ୍କାକୁ ଆପଣ ଚାହିଁଲେ ଉଠାଇ ପାରିବେ ନାହିଁ ଏହା ପାଇଁ ନିଦ୍ଧିଷ୍ଟ ସମୟର ଆବଶ୍ୟକତା ରହିଛି ।  

ଲୋନ୍ ଆକାଉଣ୍ଟ:-
ଲୋକମେନେ ଲୋନ୍ ନେବା ପାଇଁ ବ୍ୟାଙ୍କରେ ଲୋନ୍ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି । ପ୍ରତି ମାସ ନିବେଶ ପାଇଁ ଏହାର ଆବଶ୍ୟକତା ରହିଛି । 

ବିଜନେସ ଆକାଉଣ୍ଟ:-
ନିଜ ବେପାରର କାରବାର ପାଇଁ ଏହାର ଆବଶ୍ୟକତା ରହିଛି । କାରବାରର ଲେନା ଦେନା ପାଇଁ  ବିଜନେସ ଆକାଉଣ୍ଟ ଖୋଲୋଯାଇଥାଏ । କାରଣ ଏହିଥିରେ ଅଧିକ ଲାଭ ମଧ୍ୟ ମିଳିଥାଏ । 

ଫରେନ କରେନ୍ସି  ଆକାଉଣ୍ଟ:- 
ଏହି ଆକାଉଣ୍ଟ ମାଧ୍ୟମରେ ଆପଣ ବାବାରର ଟଙ୍କାକୁ ବଦଳଇ ପାରିବେ । ୯ ପ୍ରକାରର ବିଦେଶୀ କରେନ୍ସିକୁ ଭାରତୀୟ ଟଙ୍କାରେ ବଦଳାଇବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥାଏ । 

ଅଧିକ ପଢନ୍ତୁ ଭାରତ ଖବର
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ