ଫୋନ ଦେଖିଲେ ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ
by Argus News
Wed, May 29 | 4:38 p.m.

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବାପା ମାଙ୍କର ସବୁଠୁ ବଡ ଚିନ୍ତା ପିଲା ନାନଙ୍କୁ ନେଇ । ପିଲାମାନ ସବୁବେଳେ ଫୋନ ଚଳାଇବାକୁ ଚାହାନ୍ତି କିନ୍ତୁ ଏପରି ହେବା ଦ୍ଵାରା ସେମନାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଯେ ପିଲା ମାନଙ୍କଠୁ କେମିତି ଫୋନ ଦୂରରେ ରଖିପାରିବେ । ତେବେ ଏହି ଟ୍ରିକ୍ ଆପଣାନ୍ତୁ ପିଲା ମାନେ ଫୋନ ପାଖରୁ ଦୂରରେ ରହିବେ।

ପିଲାମାନଙ୍କର ଏହିପରି ଅଭ୍ୟାସ ହେବା ଦ୍ଵାରା ଶାରୀରିକ ଓ ମାନସିକ ଉପରେ ପ୍ରଭାବ ପକାଇଥାଏ ଯାହା ବହୁତ ଖରାପ ହୋଇଥାଏ । କିନ୍ତୁ ଏବେ ଖରା ଦିନ ଛୁଟି ଚାଲିଥିବା ବେଳେ ପିଲା ମାନେ ଟିଭି ଓ ମୋବାଇଲ ପାଖରେ ବସି ରହୁଛନ୍ତି ସେଥିପାଇଁ ସବୁ ମା ବାପା ମାନେ ଚିନ୍ତାରେ । 

ଯଦି ଆପଣ ଆପଣଙ୍କ ପିଲାକୁ କିଛି କ୍ରିଏଟିଭି କାମ ଦିଅନ୍ତି ତେବେ ସେମାନେ ସେଥିରେ ଲାଗି ରୁହନ୍ତି । କାରଣ ପିଲା ମାନେ ମଧ୍ୟ କିଛି ନୂଆ ନୂଆ ଜିନିଷ କରିବାକୁ ଭଲ ପାଆନ୍ତି । ପିଲା ମାନଙ୍କର ମନରଂଜନ ପାଇଁ କିଛି ନୂଆ ନୂଆ ଜିନିଷ ଦିଅନ୍ତୁ ।ନୂଆ କାମ କରିବାର ପ୍ରରଣା ଦିଅନ୍ତୁ ।ପିଲାମାନଙ୍କ ପାଇଁ କିଛି କ୍ରିଏଟିଭ ଟାଇମ ଟେବୁଲ ବନାନ୍ତୁ ଏହି ପରି କରିବା ଦ୍ଵାରା ପିଲା ମାନଙ୍କୁ ସେ ସବୁରେ ଖେଳିବାକୁ ମଜା ଲାଗିଥାଏ । ଯଦି ପିଲା ମାନେ ଟକି ବଡ ତେବେ ସେମାନଙ୍କୁ ଖାଇବା ବନେଇବାର ବ୍ୟସ୍ତ ରଖନ୍ତୁ । ପିଲା ମାନଙ୍କୁ ଭିନ୍ନ ଭିନ୍ନ ପରିକ୍ଷାର ବହି ଓ ପ୍ରଜେକ୍ଟ ତିଆରି କରିବା ପାଇଁ ମୋଟିଭେଟ୍ କରନ୍ତୁ । ସେମାନଙ୍କୁ ନୂଆ ନୂଆ ଭାଷା ଶିଖାନ୍ତୁ । ଖାଲି ସେତିକି ନୁହେଁ ପିଲାମାନଙ୍କୁ ଗିଟାର,ପିଆନୋ,ଭାୟଲିନ ଆଦି ଜିନିଷ ଶିଖାନ୍ତୁ । 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି