ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ତ୍ଵଚା ଚିକ୍କଣ ଦିଶିଥାଏ
by Argus News
Tue, May 07 | 12:35 p.m.

ଅର୍ଗସ ବ୍ୟୁରୋ : ଆଲୋଭେରା ଜେଲ ଆମ ମୁହଁ ପାଇଁ ବହୁତ ଲାଭଦାୟକ ହୋଇଥାଏ ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ତ୍ଵଚାର ଚିକ୍କଣ ବଢିଥାଏ । କିନ୍ତୁ ବଜାରରେ ମିଳୁଥିବା ଆଲୋଭେରା ଜେଲ ଆମ ମୁହଁ ଠିକ୍ ହୋଇନଥାଏ ।ସେଥିରେ ଅନେକ ପ୍ରକାରର କେମିକାଲ ମିଶିଥାଏ ଯାହା ଆମ ତ୍ଵଚାର ଅନେକତ କ୍ଷତି କରିଥାଏ । ତେବେ ଘରେ ବିନା କେମିକାଲରେ ତିଆରି କରନ୍ତୁ ଆଲୋଭେରା ଜେଲ । ଆସନ୍ତୁ ଜାଣିବା କେମିତି ତିଆରି କରିବା ଏହି ଜେଲକୁ । 

ଆଲୋଭେରା ଜେଲରେ ଭିଟାମିନ ଏ, ଭିଟାମିନ ବି,ଆଉ ଭିଟାମିନ ସି ପ୍ରଚୁର ମାତ୍ରାରେ ଭରପୂର ହୋଇ ରହିଛି ତାହାସହ ଆଣ୍ଟି ବେକ୍ଟେରିଆ ଓ ଆଣ୍ଟିଅକ୍ସାଡରେ ଭରପୂର ହୋଇ ରହିଛି । ଆଲୋଭେରା ଜେଲର ବ୍ୟବହାର ସବୁ କ୍ଷେତ୍ରରେ ଆପଣ କରିପାରିବେ ।

 ପ୍ରସ୍ତୁତି:-

ଆଲୋଭେରା ଜେଲ  ତିଆରି କରିବା ପାଇଁ ଆଲୋଭେରା,ଲେମ୍ଵୁ ଆଉ ଗୁଲାବ ଜଳ ଆଵଶ୍ୟକ ଅଛି । ପରେ ଆଲୋଭେରା ଉପର ସବୁଜ ରଙ୍ଗର ପତ୍ରକୁ କାଢି ଦିଅନ୍ତୁ । ତାହାକୁ ଭଲ ଭାବରେ କାଢି ସାରିବା ପରେ ଏକ ମିକ୍ସଚରରେ ପକାଇ ମିକ୍ସ କରିନିଅନ୍ତୁ । ଭଲରେ ମିକ୍ସ ହେଲା ପରେ ଲେମ୍ଵୁ ଓ ଗୁଲାବ ଜଳ ପକାଇ ଭଲ ଭବରେ ଗୋଳାଇ ଦିଅନ୍ତୁ । ତାକୁ ଏକ ଡବାରେ ରଖି ଫ୍ରିଜର୍ କିଛି ସମୟ ରଖିଦିଅନ୍ତୁ । ତାପରେ ଆପଣଙ୍କ ଯେତେବେଳେ ଇଛା ସେବେ ଵ୍ୟଵହାର କରନ୍ତୁ । 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର

MODI
12m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
53m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ