ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ
by Argus News
Tue, Oct 22 | 4:31 p.m.

ବରଗଡ : ଚାକିରିରୁ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ । ମହାପ୍ରୟାଣ ଗାଡ଼ି ବାବଦରେ ଟଙ୍କା ନେବା ପଡିଲା ମହଙ୍ଗା । ମହାପ୍ରୟାଣ ଗାଡ଼ି ବାବଦରେ ମୃତକଙ୍କ ପରିବାର ଠାରୁ 3000 ଟଙ୍କା ନେଇଥିଲେ ସରକାରୀ ଡ୍ରାଇଭର  ହୃଷିକେଶ ଭୋଇ । ଯାହାକୁ ନେଇ ବିଭାଗୀୟ ତଦନ୍ତ ଚାଲିଥିଲା । ତଦନ୍ତ କମିଟିର ରିପୋର୍ଟ ଅନୁସାରେ ଡ୍ରାଇଭର ହୃଷିକେଶ ଭୋଇଙ୍କ ଉପରେ ଆକ୍ସନ ନେଇଛି ଜିଲ୍ଲା ପ୍ରଶାସନ ।

ଅଧିକ ପଢନ୍ତୁ : ଶ୍ରୀକ୍ଷେତ୍ରରେ କଂସ ରାଜା, ମହୋଦଧିରେ ପାପ ଧୋଇଲେ ଧନୁଯାତ୍ରାର କଂସ

ବରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ହୃଷିକେଶ ଭୋଇଙ୍କୁ ନିଲମ୍ୱିତ କରାଯିବା ସହ ତାଙ୍କ ନାଁରେ ଭଟଲି ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଫଆଇଆର୍ ଦିଆଯାଇଥିବା ବରଗଡ଼ ସିଡ଼ିଏମଓ କହିଛନ୍ତି ।

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର