ଲେବାନନ,ସିରିଆରେ ଫାଟିଲା ଶତାଧିକ ପେଜର,୭ମୃତ,୨୭୫୦ ଆହତ
by Argus News
Wed, Sep 18 | 8:40 a.m.

ଅର୍ଗସ ବ୍ୟୁରୋ:ଲେବାନନ ଓ ସିରିଆରେ ହଜାର ହଜାର ପେଜର୍‌ ବ୍ଳାଷ୍ଟ ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି,୨୭୫୦ ଆହତ ହୋଇଛନ୍ତି, ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।ହେଜବୁଲ୍ଲା ସଂଗଠନର ସଦସମ୍ୟମାନଙ୍କ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଶତାଧିକ ପେଜର ଏକାଥରେ ବିସ୍ଫୋରଣ ହୋଇଛି। ହେଜବୁଲ୍ଲାର ନିଜସ୍ୱ ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର। ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ମୋବାଇଲ ଫୋନ ବଦଳରେ ପେଜର ଦ୍ୱାରା କଥାବାର୍ତ୍ତା ହେବାକୁ କୁହାଯାଏ। 
ଏବେ ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଛି। ଲେବାନନରେ ଘଟିଛି ଭୟଙ୍କର ଘଟଣା। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟଙ୍କୁ ଟାର୍ଗେଟ କରି ହୋଇଛି ଆକ୍ରମଣ। ଫଳରେ ଲେବାନନରେ ଖେଳି ଯାଇଛି ଆତଙ୍କ

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ