ସ୍ତ୍ରୀ ହତ୍ଯା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ
by Argus News
Tue, Apr 16 | 12:07 p.m.

ସୁନ୍ଦରଗଡ : ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ରାଜୁ ପାନାକୁ ଆଜୀବନ ଦଣ୍ଡଦେଶ । 2015 ମସିହା ଜୁନ 7 ତାରିଖ ଦିନ କାଳିଆ ପାନା (70) ଓ ତାଙ୍କ ସ୍ତ୍ରୀ ପୁନିଆ ପାନା (65) ଘରେ ଶୋଇ ଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହାଣି ହତ୍ୟାକରିଥିଲେ।ସ୍ବାମୀ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଆଜୀବନ ଦଣ୍ଡାଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ : ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ

ଦଣ୍ଡାଦେଶ ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍।2016ରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । 302 ଆଜୀବନ କାରାଦଣ୍ଡ ସହିତ 5000 ଟଙ୍କା ଜୋରିମାନା କରିଛନ୍ତି। 

ଓମ ବିର୍ଲା
34m ago
"୨୫ ବର୍ଷରେ ଓଡିଶାରେ ଯେଉଁ ବିକାଶ ହେବା କଥା ତାହା ହୋଇନାହିଁ"- ଓମ ବିର୍ଲା
ଅର୍ଗସ ବ୍ୟୁରୋ : ଓଡିଶାର ଲୋକ ୨୫ ବର୍ଷର ନବୀନ ସରକାରଙ୍କ ଦକ୍ଷତାକୁ ଦେଖିଛନ୍ତି । ପରିବର୍ତ୍ତନର ହାୱା ବୋହୁଛି, ନୂଆ କାର୍ଯ୍ୟଦକ୍ଷ ସରକାର ଉପରେ ଗୁରୁତ୍ୱ ଦେବେ ଭୋଟ। ଚାୟ ପ
TUBE WELL
37m ago
୪୫୦ ପରିବାର ପାଇଁ ଗୋଟିଏ ନଳକୂପ ଭରଷା
ଅର୍ଗସ ବ୍ୟୁରୋ: ୪୫୦ ପରିବାର ପାଇଁ ଗୋଟିଏ ନଳକୂପ ଭରସା । ବୋରିଂ ଖୋଳାଯାଇ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ ଆସୁନି ପାଣି। ଗ୍ରାମ୍ୟ ଜ
2024 ELECTION
38m ago
ଜମୁଛି ଲୋଇସିଂହା ନିର୍ବାଚନୀ ତାତି, କିଏ ମାରିବ ବାଜି ?
ଅର୍ଗସ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲୋଇସିଂହା । ସବୁବେଳେ ନୂଆ ନେତାଙ୍କ ପ୍ଲାଟଫର୍ମ ଭାବରେ ଏହି ନିର୍ବାଚନ ମଣ୍ଡଳୀ ଲୋକେ ନୂଆ ନେତାଙ୍କୁ ଦେ