ଅଧିକ ପଢନ୍ତୁ : ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା
ପାଖରେ ଏକ ବର୍ଷର କଅଁଳା ଛୁଆଟିଏ ରହିଥିବା ବେଳେ ମା ଘରେ ରହିଆସୁଥିଲା ରଦମା ତେବେ 26ତାରିଖ ରାତ୍ର ମଦପିଈ ଦଶମୁ ହରିଜନ ମହଣ୍ଡି ଗ୍ରାମକୁ ଅସି ତାଙ୍କ ଘର ଆଗରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାରୁ ତାକୁ ବୁଝାସୁଝା କରିବାରୁ ରାତି ସେଠାରେ ରହିଥିଲା ତେବେ ରଦମା ର ଭାଇ ଙ୍କ ଅଭଯୋଗ କ୍ରମେ ଦଶମୁ ଭୋର ଚାରିଟା ବେଳେ ଉଠି ରଦମା ର ତଣ୍ଟି ଉପରେ ଛିଡ଼ାହୋଇ ପଡିଥିଲା, ରଦମା ଛଟପଟ ହେବାର ଶୁଣି ପରିବାର ଲୋକେ ଉଠି ଦେଖିବା ବେଳକୁ ଚମ୍ପଟ ମାରିଥିଲା ଦଶମୁ ହେଲେ ତୁରନ୍ତ ରଦମା କୁ ଝରୀଗାଁ ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଏ ସମ୍ପର୍କରେ ମୃତକଙ୍କ ଭାଇ ଝରୀଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଝରୀଗାଁ ପୋଲିସ ସାଇଣ୍ଟିଫିକ ଟିମ ସହ ପହଂଚି ଘଟଣାର ଛାନଭିନ କରିଛନ୍ତି। ଦଶମୁ ଫେରାର ଥିବା ବେଳେ ଗତକାଲି ଠାରୁ ତା ମୋବାଇଲ ବନ୍ଦ ଥିବା ଜଣାପଡିଛି ।