ଝଗଡାରୁ ଅଜବ କାଣ୍ଡ , ପୁଅକୁ ନେଇ ରେଳଧରଣାରେ ବସାଇଦେଲା ବାପା
by Argus News
Sun, Oct 20 | 1:03 p.m.

ଅର୍ଗସ ବ୍ୟୁରୋ : ସ୍ବାମୀ, ସ୍ତ୍ରୀ ଝଗଡାରୁ ସ୍ୱାମୀର ଅଜବ କାଣ୍ଡ | ନିଜର ଛୋଟ ପୁଅକୁ ନେଇ ରେଳଧରଣାରେ ବସାଇଥିଲା ବାପା | ଆଉ ଫଟୋ ଉଠାଇ ଘର ଲୋକଙ୍କ ପାଖକୁ ପଠାଇ ଥିଲା | ଏ ସମ୍ପର୍କରେ ଖବର ପାଇଁ ବଲାଙ୍ଗିର ରେଲୱେ ପୋଲିସ ଏବଂ ପୋଲିସ ରେଲୱେ ଷ୍ଟେସନରେ ଟ୍ରେନକୁ ଅଟକାଇଥିଲେ |

ଅଧିକ ପଢନ୍ତୁ : ସ୍ତ୍ରୀର ମୃତ୍ୟୁର ଦିନକ ପରେ ବିଷପିଇ ଦେଇଥିଲେ ସ୍ବାମୀ

ତାପରେ ରେଲୱେ ଟ୍ରାକରୁ ପୁଅକୁ ଉଦ୍ଧାର କରି ତାଙ୍କ ମାଁ ପାଖରେ ଦେଇଥିଲେ | ଏହା ସହିତ ଛୁଆର ବାପା କଂସାରୀ ପଡାର ସଚିନ ଦାସକୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଛି |

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା