ଟ୍ବିଟ କରି ନିଜ ସଂଘର୍ଷ କାହାଣୀ ଲେଖିଲେ IAS ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ
by Argus News
Tue, Apr 16 | 6:15 p.m.

ଅର୍ଗସ ବ୍ୟୁରୋ :  ଟୁଇଟ ମାଧ୍ୟମରେ ପ୍ରତିକ୍ରିୟା ଦେଲେ ଆଦିତ୍ୟ ଶ୍ରୀବାସ୍ତବ । ବର୍ଷ ବର୍ଷ ସଂଘର୍ଷର ସଫଳତା ଏମିତି ମିଳେ ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୧୭ ମସିହାରୁ ଆରମ୍ଭ କରିଥିଲେ UPSCର ପ୍ରସ୍ତୁତି। ୨୦୨୧ରେ ଅଲ ଇଣ୍ଡିଆ ୪୮୫ରାଙ୍କ ପାଇଥିଲେ ଏବେ ୨୦୨୪ରେ ସର୍ବଶ୍ରେଷ୍ଠ ଅର୍ଥାତ ଅଲ ଇଣ୍ଡିଆ ରାଙ୍କ ୧ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । 

ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

ଆଜି UPSC IAS ରେଜଲ୍ଟ ପ୍ରକାଶ ପାଇଛି । ପ୍ରଥମ ସ୍ଥାନରେ ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଓଡିଆ ପୂଅ ଅନିମେଶ ପ୍ରଧାନ । ତୃତୀୟ ରାଙ୍କରେ ରହିଛନ୍ତି ଡି. ଅନନ୍ୟା ରେଡ୍ଡୀ । ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆର୍ଥିକ ପଛୁଆ ବର୍ଗରେ ୧୧୫ ଜଣ ରହିଛନ୍ତି । ସାଧାରଣ ବର୍ଗରେ ୩୪୭ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
 

HOROSCOPE
ଏହି 4 ରାଶି ପାଇଁ ଆଜି ଧନ ବର୍ଷା...
ଅର୍ଗସ ବ୍ୟୁରୋ: ଆଜି ଆପଣ ରାଶି କେମିତି କଟିବ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ପରିବାର ସହ ସମୟ ବିତାଇବା ପାଇ
ମାଫିଆ
'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'
ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲ
TREE CUTTING
ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି
ନୟାଗଡ: ବିକାଶ ପ୍ରକ୍ରିୟା ନାଁରେ ବିନାଶ ହେଉଛି ପ୍ରକୃତି । 45 ଡିଗ୍ରୀ ଅସହ୍ୟ ତାତିରେ ଏବେ ଜଳୁଛି ଜନ ଜୀବନ । ହେଲେ ଅମୃତରୂପୀ ଅମ୍ଳଜାନ ଯୋଗାଉଥିବା ନିର୍ଜୀବ ଗଛ ମାନଙ୍କୁ ନିଷ୍ଠୁର ଭଳ