ଆଇସିସି ମହିଳା କ୍ରିକେଟ ଟି -20 ; ଆଜି ପାକିସ୍ତାନକୁ ଭେଟିବ ଭାରତ
by Argus News
Sun, Oct 06 | 7:54 a.m.

ଅର୍ଗସ ବ୍ୟୁରୋ : ଆଇସିସି ମହିଳା କ୍ରିକେଟ ଟି -20 ବିଶ୍ୱକପ 2024 । ଆଜି ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ। ନ୍ୟୁଜଲାଣ୍ଡ ବିପକ୍ଷ ପରାଜୟ ପରେ ଏହି ମ୍ୟାଚ ଜିତି କମବ୍ୟାକ ଲକ୍ଷ୍ୟରେ ହରମନପ୍ରୀତ ଆଣ୍ଡ କୋ । ଅନ୍ୟ ପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଏସିଆ ଚାମ୍ପିଆନ ଶ୍ରୀଲଙ୍କାକୁ ହରାଇଥିବା ପାକିସ୍ତାନ ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି॥ ସେମାନେ ମଧ୍ୟ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବେ ।

ଅଧିକ ପଢନ୍ତୁ : ନ୍ୟୁଜଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ଟିମ୍

ଉଭୟ ଦଳଙ୍କ ମଧ୍ୟରେ ଟି -20 ଫର୍ମାଟରେ 15 ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ 12 ଟି ଏବଂ ପାକିସ୍ତାନ ତିନୋଟିରେ ବିଜୟ ହୋଇଛି । ଆଜିର ମ୍ୟାଚ ଭାରତୀୟ ସମୟ ଅପରାହ୍ନ 3.30 ସମୟରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିଅମରେ ଖେଳାଯିବ ।

ବେଆଇନ୍ ମେଡିସିନ୍
42m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ