ସରକାରୀ ଚାକିରି ଚାହୁଁଛନ୍ତି କି, ତାହାଲେ ତୁରନ୍ତ କରନ୍ତୁ ଆବେଦନ
by Argus News
Sat, Dec 09 | 11:41 a.m.

ଅର୍ଗସ ବ୍ୟୁରୋ: ଯଦି ଆପଣ ସରକାରୀ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ନ୍ୟାସନାଲ ବ୍ୟାଙ୍କ ଫର ଫାଇନାନ୍ସିଙ୍ଗ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭଲପମେଣ୍ଟ (NABFID) ର ଅଧିକାରୀକ ଓ୍ବେବସାଇଟ nabfid.orgରେ ସିନିୟର ଏନାଲିଷ୍ଟ ଗ୍ରେଡର ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଅନଲାଇନରେ ଉକ୍ତ ଓ୍ବେବସାଇଟ ମାଧ୍ୟମରେ ଆବେଦନ କରିପାରିବେ। 

ଏହାସହ ଅନ୍ୟ ୩୨ ସିନିୟର ଏନାଲିଷ୍ଟ ଗ୍ରେଡ ୨୦୨୩ ପଦବୀର ନିଯୁକ୍ତି ପ୍ରକାଶ ପାଇଛି। ଯେଉଁମାନେ ଏହି ସବୁ ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ସେହି ପ୍ରାର୍ଥୀମାନେ ଉକ୍ତ ଓ୍ବେବସାଇଟକୁ କ୍ଲିକ କଲେ ଚାକିରି ଏବଂ ଦରମାକୁ ନେଇ ସବୁ ତଥ୍ୟ ପାଇପାରିବେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ