ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାସ୍ତାରୁ ଉଠାଇନେଲା ଭିଜିଲାନ୍ସ ଟିମ୍
by Argus News
Tue, Nov 28 | 9:55 a.m.

ଅର୍ଗସ ବ୍ୟୁରୋ:  ଭିଜିଲାନ୍ସ ଜାଲରେ ଆଇଆଇସି ବାବୁ। ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାସ୍ତାରୁ ଉଠାଇନେଲା ଭିଜିଲାନ୍ସ ଟିମ୍। ପ୍ରାଇଭେଟ ବସରେ କଟକ ସ୍ଥିତ ନିଜ ଘରକୁ ଯିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ତାଙ୍କୁ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍। ବସରେ ଟଙ୍କା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ସମସ୍ତ ଅର୍ଥ ଜବତ କରିଛି ଭିଜିଲାନ୍ସ। ଏ ପର୍ଯ୍ୟନ୍ତ ତାଙ୍କ ନିକଟରୁ ମୋଟ୍ 7 ଲକ୍ଷରୁ ବି ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ବେଳେ କେବଳ ତାଙ୍କ ଅଫିସ୍ ଚାମ୍ବରରୁ ମିଳିଛି 1 ଲକ୍ଷ 70 ହଜାର ଟଙ୍କା।

ଏତେ ପଇସା ସେ କୁଆଡେ ନେଉଥିଲେ ଏବଂ କେଉଁଠୁ ଆଣିଲେ ତାକୁ ନେଇ ଏବେ ସୃଷ୍ଟି ହୋଇଛି ସନ୍ଦେହ। ରାଜ୍ୟରେ ପୋଲିସ ବିଭାଗ ଦୁର୍ନୀତିରେ ବୁଡ଼ିଥିବାର ଅଭିଯୋଗ ହୁଏ। ରକ୍ଷକ ଭକ୍ଷକ ସାଜି ଜନତାଙ୍କୁ ଲୁଟୁଥିବାର ମଧ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। ତେବେ ସବୁଠୁ ବଡ଼ କଥା ହେଉଛି ରାଜ୍ୟ ପୋଲିସ ବିଭାଗ 5t ଏବଂ ମୋ ସରକାର ଅଧୀନରେ କାମ କରୁଥିବା ବେଳେ ଏଠି ଦୁର୍ନୀତି ମୁକ୍ତ ବ୍ୟବସ୍ଥା ଖାଲି ପ୍ରଚାରରେ ସୀମିତ ଥିବା ଅନୁମାନ କରିହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି