ଇମ୍ରାନ ଖାନଙ୍କ ଅଭିଯୋଗ : ଖାଦ୍ୟରେ ଟଏଲେଟ କ୍ଲିନର୍
by Argus News
Sun, Apr 21 | 2:32 p.m.

ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ଟଏଲେଟ କ୍ଲିନର୍ ମିଶାଇ ଖାଇଵାକୁ ଦିଆଯାଉଛି ଵୋଲି ଅଭିଯୋଗ କରିଛନ୍ତି । 

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ଟଏଲେଟ କ୍ଲିନର୍ ସହିତ ମିଶ୍ରିତ ଖାଦ୍ୟ ଦିଆଯାଇଥିଲା । ରାୱଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ ଖାନ ଏହି ଅଭିଯୋଗ ଆଣିଛନ୍ତି । 

ଇମ୍ରାନ ଖାନ କହିଛନ୍ତି ଯେ ବୁଶ୍ରା ବିବିଙ୍କ ଖାଦ୍ୟରେ ଟଏଲେଟ କ୍ଲିନର୍ ମିଶ୍ରିତ ହୋଇଛି ଵୋଲି ତାଙ୍କର ଦେହ ଆଧିକା ଖରାପ ହୋଉଛି ।ଶିଫା ଅନ୍ତର୍ଜାତୀୟ ହସ୍ପିଟାଲରରେ ବୁଶ୍ରା ବିବିଙ୍କ ସ୍ଵାସ୍ଥ୍ୟ କରାଉଵା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଅସୀମ ୟୁସୁଫ ଶିଫା  ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଏହି ପରୀକ୍ଷା କରିବାକୁ ପିଟିଆଇ ନେତା ଅଭିଯୋଗ

ଆହୁରି ପଢନ୍ତୁ ବିଦେଶ ଖବର...

MODI
1m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ
BJP
7m ago
ବାଲେଶ୍ବରରେ ବିଜେପିର ଶକ୍ତି ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍
31 LAKH CASH
19m ago
ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା
ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ