ଏସିଆରେ ଆରବପତିଙ୍କ ରାଜଧାନୀ ପାଲଟିଲା ମୁମ୍ବାଇ
by Argus News
Thu, Mar 28 | 7:05 a.m.

 ନୂଆଦିଲ୍ଲୀ:  ଏସିଆରେ ଆରବପତିଙ୍କ ରାଜଧାନୀ ପାଲଟିଲା ମୁମ୍ବାଇ। ବେଜିଂ ପାଖରୁ ଛଡ଼ାଇ ଆଣିଲା ନମ୍ବର – 1 ମୁକୁଟ। ନ୍ୟୁୟର୍କ ଓ ଲଣ୍ଡନ ପରେ ବିଶ୍ବରେ ସର୍ବାଧିକ ଆରବପତି ରହୁଥିବା ସହର ତାଲିକାରେ ତୃତୀୟ ସ୍ଥାନରେ ଭାରତର ବାଣିଜ୍ୟିକ ନଗରୀ। ଚୀନର ବେଜିଂକୁ ପଛରେ ପକାଇ ମୁମ୍ବାଇ ଏସିଆ ମହାଦେଶରେ ଆବରପତିଙ୍କ ଏକ ନମ୍ବର ସହର ପାଲଟିଛି।

ସାଂଘାୟୀ ସ୍ଥିତ ହୁରୁନ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ର ରିପୋର୍ଟ ଅନୁସାରେ ଆରବପତିଙ୍କୁ ନେଇ ଏବେ ମୁମ୍ବାଇ ଏସିଆର ଏକ ନମ୍ବର ଏବଂ ବିଶ୍ବର ତୃତୀୟ ସହର ପାଲଟିଛି। ଆରବପତିଙ୍କ ତାଲିକାରେ ସବୁଠାରୁ ଉପରେ ରହିଛି ଆମେରିକାର ସହର ନ୍ୟୁୟର୍କ, ଯେଉଁଠାରେ 119 ଜଣ ଆରବପତି ରହୁଛନ୍ତି। ତା ତଳକୁ ଲଣ୍ଡନରେ ରହୁଛନ୍ତି 97 ଜଣ ଆରବପତି। ମୁମ୍ବାଇରେ ଏବେ ରହୁଛନ୍ତି 92ଜଣ ଆରବପତି । 

ଅଧିକ ପଢନ୍ତୁ ଭାରତ ଖବର 
 

ଗଣଦୁଷ୍କର୍ମ
46m ago
ନାବାଳିକାଙ୍କୁ ଗଣଦୁଷ୍କର୍ମ, ୮ ଜଣଙ୍କୁ ଅଟକ ରଖିଛି ପୋଲିସ
ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି
ରାଜନାଥ ସିଂ
ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ମଇଦାନ ମୁହାଁ କେନ୍ଦ୍ରୀୟ ନେତା । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ଭବାନୀପାଟଣା
ବନକଲାଗି ନୀତି
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସ