ରେଙ୍ଗାଲିରେ ଅର୍ଗସ ପ୍ରତିନିଧିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ମାରପିଟ
by Argus News
Fri, May 24 | 3:58 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡି କର୍ମୀଙ୍କ ଗୁଣ୍ଡାଗିରି। ରେଙ୍ଗାଲି ଠେଲକୋଇରେ ବିଜେଡ଼ି କର୍ମୀଙ୍କ ଉତ୍ପାତ। ଅର୍ଗସ ପ୍ରତିନିଧିଙ୍କୁ ଗାଳି ଗୁଲଜ ସହ ମାରପିଟ୍ ହୋଇଛି। ଟଙ୍କା ବଣ୍ଟା ଯାଉଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ବିଜେଡ଼ିର ଗୁଣ୍ଡାଙ୍କ ଉତ୍ପାତ। 

 

ଠେଲକୋଇରେ ବିଜେଡି କର୍ମୀ ସୁଜିତ ବିଶ୍ବାଳ, ଅମିତ କୁମାର ନାଥ, ଦେବେନ୍ଦ୍ର ନାଥ, ବାସୁ ପାଣ୍ଡିଆନ,  ରୋଶନ ନାଥ, ଲୋକନାଥ ନାଥ, ବିଜେଡି ନାଏକ ଓ ଆକାଶ କୁମାର ନାଥ ଅର୍ଗସ ଟିମ ଉପରେ ଆକ୍ରମଣ କରିଥିଲେ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ