କ୍ୟୁାଆର କୋଡ୍ ଧରି ଭିକ ମାଗୁଛନ୍ତି
by Argus News
Fri, Mar 29 | 2:27 p.m.

ଅର୍ଗସ ବ୍ୟୁରୋ: ଭିକ ମାଗିଵା ତ ଅନେକ ପ୍ରକାର ଦେଖିଥିଵେ । କିନ୍ତୁ ଏହି ଭିକାରୀ ଜଣକ ଭିନ୍ନ ପ୍ରକାରର ଭିକ ମାଗୁଥିଵାର ଭିଡିଓ ଏଵେ   ସୋସିଆଲ ମିଡିଆ ଭାଇରାଲ ହୋଉଛି । ଆସାମ ଗୁଆହାଟିରେ ଜଣେ ଦୃଷ୍ଟିହୀନ ଭିକାରୀ ଭିକ ମାଗିବା ସମସ୍ତଙ୍କୁ ଚକିତ କରିଛି। ସେ ଏକ କ୍ୟୁାଆର କୋଡ୍ ଧରି ଭିକ ମାଗୁଛନ୍ତି ।

କାରଣ ତାଙ୍କୁ କେହି ଠକି ପାରିଵେ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହୋଉଥିଵା ଭିଡିଓରେ ଜଣେ ଦୃଷ୍ଟି ଵ୍ୟକ୍ତି କାରରେ ଯାଉଥିଵା ଲୋକଙ୍କ ପାଖକୁ ଯାଇ ଭିକ ମାଗୁଥିଲେ  ।ସେହି ଵ୍ୟକ୍ତି ଵେକରେ କ୍ୟୁାଆର କୋଡ୍ ଦୋଖି କାରରେ ଵସିଥିଵା ଲୋକଟି  ଭିକାରିକୁ ପଚାଚୁଛନ୍ତି ଅନଲାଇନରେ ନେଉଛନ୍ତିକି ?ଆଉ ସେ ମଧ୍ୟ ହଁ ଵୋଲି ଉତ୍ତର ଦିଅନ୍ତି ।
ସେ ଵ୍ୟକ୍ତି ଟଙ୍କା ଟ୍ରାନ୍ସଫର କଲା ପରେ ସେ ତାଙ୍କ ଆପ୍ ମାଧ୍ୟମରେ ଶୁଣିଲା  ପରେ ଭିକାରୀ ଜଣକ ସନ୍ତୁଷ୍ଟ ହୋଉଛନ୍ତି । ଆଉ ସେଠାରୁ ଚାଲିଯାଉଛନ୍ତି ।
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ