ପାକିସ୍ତାନରେ ଭାରତ ସୁରକ୍ଷିତ ନୁହେଁ: ହରଭଜନ
by Argus News
Sat, Jul 27 | 11:40 a.m.

ଅର୍ଗସ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜକ ରହିଛି ପାକିସ୍ତାନ,ଭାରତ ପାକିସ୍ତାନ ଗସ୍ତ କରିବକି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଭାରତୀୟ ଟିମକୁ ପାକିସ୍ତାନ ଛାଡ଼ିବାକୁ ରାଜି ହେଉନାହିଁ ବିସିସିଆଇ। ଏହା ଉପରେ ଭାରତର ନିଷ୍ପତ୍ତି କ’ଣ ହେବ ସେ ନେଇ ଦ୍ୱନ୍ଦ୍ୱ ରହିଛି। ଭାରତର ପୂର୍ବତନ ଖେଳାଳି ହରଭଜନ ସିଂ କହିଛନ୍ତି ପାକିସ୍ତାନରେ ସବୁଦିନ ଅଘଟଣ ଘଟୁଛି, ଭାରତୀୟ ଦଳ ସେଠାରେ ସୁରକ୍ଷିତ ନୁହେଁ,ତେଣୁ ସେଠାକୁ ନଯିବା ଉଚିତ୍ । ସେଠାକୁ ଯିବା ଦଳ ପାଇଁ ନିରାପଦ ବୋଲି ମୁଁ ଭାବୁନାହିଁ।

ବିସିସିଆଇର ଆଭିମୁଖ୍ୟ ସଂପୂର୍ଣ୍ଣ ଠିକ୍ ଏବଂ ଆମ ଖେଳାଳିଙ୍କ ସୁରକ୍ଷାଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ବିସିସିଆଇର ନିଷ୍ପତ୍ତିକୁ ସମର୍ଥନ କରୁଛି ବୋଲି କହିଛନ୍ତି।ଦେଖିବାକୁ ଗଲେ ଯଦି ଭାରତ ପାକିସ୍ତାନ ନଯାଉଛି ତେବେ ଶ୍ରୀଲଙ୍କା କିମ୍ବା ୟୁଏଇରେ ଭାରତର ମ୍ୟାଚ୍ ଅନୁଷ୍ଠିତ ହୋଇପାରେ

ଯମୁନା ନଦୀ
now
ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ
ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି
OSSSC
25m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
25m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍