ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ
by Argus News
Fri, Oct 18 | 2:16 p.m.

ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି । କୁହାଯାଉଛି, ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ଏ ସ୍ଥିତି ଉପୁଜିଛି । ଆଜି ସକାଳ ୮ଟାରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ପ୍ରଦୂଷଣ ମାନ ଯଥାକ୍ରମେ- ୨୭୦, ୩୨୪, ୩୨୫ ଥିଲା । ଯାହା ଅତ୍ୟନ୍ତ ଖରାପ ସ୍ଥିତି ।

ଅଧିକ ପଢନ୍ତୁ : ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅନୁସାରେ, ବାୟୁର ଏ ପ୍ରଦୂଷଣ ମାନ ଯୋଗୁ ବିଶ୍ବାସ, ପ୍ରଶ୍ବାସ ନେବାରେ ବି ସମସ୍ୟା ଦେଖାଦେଇଥାଏ । ଉଭୟ ବାୟୁ ଓ ଜଳ ପ୍ରଦୂଷଣ କବଳରେ ରାଜଧାନୀ ବାସୀ ।

ନାବାଳକ
15m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
43m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ
ଥାନା ନିର୍ଯାତନା
43m ago
ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ
ଭୁବନେଶ୍ୱର: ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ । ଗୃହ ସଚିବ, ସ୍ବତନ୍ତ୍ର ସଚିବଙ୍କ ସହ କ୍ରାଇମବ୍ରାଞ୍ଚ୍ ଏଡିଜି ଓ ତଦନ୍ତକାରୀ ଅଧିକାରୀ ଯୋଗ ଦେଇଥିଲେ । ତଦନ୍