ଭାରତର ବଡ ବିଜୟ , କାତାରରୁ ମୁକୁଳିଲେ ୮ ନ୍ୟାଭି ଭେଟେରାନ
by Argus News
Mon, Feb 12 | 7:48 a.m.

ଅର୍ଗସ ବ୍ୟୁରୋ : ୮ ନ୍ୟାଭି ଭେଟେରାନ୍ କାତାରରୁ ମୁକ୍ତ । ମୁକ୍ତ ୮ ଜଣଙ୍କ ମଧ୍ଯରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍ ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର

ଦ୍ବିପାକ୍ଷିକ ଆଲୋଚନା ପରେ ସେମାନଙ୍କୁ ମୁକ୍ତି ମିଳିଥିଲା । କାତାର ସରକାରଙ୍କୁ କୃତଜ୍ଞତା ଜଣାଇଲେ ଭାରତ ସରକାର । 

ରାଜ୍ୟରେ ଲାଗୁ ହେବ
16m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର