ଉତ୍ପାଦନରେ ଭାରତର ନୂଆ ରେକର୍ଡ
by Argus News
Wed, Nov 27 | 7:59 a.m.

ଅର୍ଗସ ବ୍ୟୁରୋ: ଆଇଫୋନ୍ ଉତ୍ପାଦନ କ୍ଷେତ୍ରରେ ଭାରତର ବଡ ଉପଲବ୍ଧି । ଭାରତ ଆପଲ୍ ଆଇଫୋନ୍ ମୋବାଇଲ୍ ଉତ୍ପାଦନରେ  ନୂଆ ରେକର୍ଡ ସୃଷ୍ଟି କରିଛି । ମୋଦି ସରକାରଙ୍କ ପ୍ରଡକ୍ସନ-ଲିଙ୍କଡ୍ ଇନସେଣ୍ଟିଭ୍ ବା PLI ଯୋଜନା ଯୋଗୁ ଭାରତରେ ଆଇଫୋନ୍ ଉତ୍ପାଦନ ଚଳିତ ଆର୍ଥିକ ବର୍ଷର 7 ମାସରେ 10 ବିଲିୟନ ଡଲାର ଛୁଇଁଛି । ସେଥିମଧ୍ୟରୁ 7 ବିଲିୟନ ଡଲାର ରପ୍ତାନି ହୋଇଛି। । ଗତ ଆର୍ଥିକ ବର୍ଷରେ 2023-24 ରେ ଆପଲ୍ ଭାରତରେ 14 ବିଲିୟନ ଡଲାର ମୂଲ୍ୟର ଆଇଫୋନ୍ ଉତ୍ପାଦନ  କରିଥିଲା । ଯେଉଁଥିରୁ 10 ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆଇଫୋନ୍ ରପ୍ତାନି ହୋଇଥିଲା। ଆଇ ଫୋନ୍ ର ଉତ୍ପାଦନ ବଢିବା ସହିତ ଏହି କ୍ଷେତ୍ରରେ ଗତ ୪ ବର୍ଷ ମଧ୍ୟରେ ୧ ଲକ୍ଷ ୭୫ ହଜାର ଚାକିରି ମଧ୍ୟ ସୃଷ୍ଟି ହୋଇଛି । ଏହି ଉପଲବ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ PLI ଯୋଜନାର ସଫଳତା ଦିଗରେ ଆଉ ଏକ ବଡ ମାଇଲ୍ ଷ୍ଟୋନ୍ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ହାତୀ
27m ago
ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ
ଅର୍ଗସ ବ୍ୟୁରୋ: ଚନ୍ଦକାକୁ ଆସିଲେ ୨ ହାତୀ ଛୁଆ । ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ । ସ୍ବତନ୍ତ୍ର ଗାଡ଼ି ଯୋଗେ କଳାହାଣ୍ଡିରୁ ମାସକର ଛୋଟ ହାତୀ ଛୁଆକୁ ଚନ୍ଦକା ଅଣାଯାଇଛି
ଅଧିବେଶନ
50m ago
ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ
ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ପ୍ରଶ୍ନ କାଳରେ ବିଭିନ୍ନ ବିଭାଗର ରହିଛି ଆଲୋଚନା । ଦ୍ବିତୀୟ ଦିନରେ ବି ଗୃହରେ ଲାଗି ରହିପାର
ପୋଲିସ
53m ago
ଏଯାଏ ଶିଶୁର ପତ୍ତା ପାଉନି ପୋଲିସ
ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବ
ଭିଜିଲାନ୍ସ ଚଢାଉ
କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ଏକକାଳୀନ 7ଟ
EVM
EVM ବଦଳରେ ବାଲାଟ୍ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଅର୍ଗସ ବ୍ୟୁରୋ: ଦେଶରେ ହେଉଥିବା ନିର୍ବାଚନରେ ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କର