ଏଯାଏ ଶିଶୁର ପତ୍ତା ପାଉନି ପୋଲିସ
by Argus News
Wed, Nov 27 | 10:30 a.m.

ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବା ଅଭିଯୋଗ। ଘଟଣାସ୍ଥଳରେ ପହଞ୍ଚିଲା ବୁର୍ଲା ପୋଲିସ। ବିଭିନ୍ନ ସିସିଟିଭି କ୍ୟାମେରା ଦେଖି ପୋଲିସ ଛାନଭିନ୍ ଚଳାଇଛି। ସେପଟେ ମା ସେହି ମହିଳାଙ୍କୁ ଚିହ୍ନିଥିବା କହିଛନ୍ତି। ବୁର୍ଲା ମେଡ଼ିକାଲରୁ ନବଜାତ ଶିଶୁପୁତ୍ର ଚୋରୀ ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍, ଓଡ଼ିଶା -  ଛତିଶଗଡ ସୀମା ସିଲ କରିଛି ପୋଲିସ। ଏହାସହ ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ।

ବଜରଙ୍ଗ ପୁନିଆ
1m ago
ଆଣ୍ଟି ଡୋପିଂ କୋଡ୍ ଉଲ୍ଲଂଘନ କରିଥିବାରୁ ୪ ବର୍ଷ ବ୍ୟାନ୍
ଅର୍ଗସ ବ୍ୟୁରୋ: ଟୋକିଓ ଅଲମ୍ପିକ ବ୍ରୋଞ୍ଚ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବିରୋଧରେ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାଡା ୪ ବର୍
SCHOOL
19m ago
୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି
ଅର୍ଗସ ବ୍ୟୁରୋ: ୨୦୨୫ ସୁଦ୍ଧା ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହେଉଛି ବୋଲି ବିଦ୍ୟାଳୟ
E-KYC
35m ago
E-KYC ପ୍ରକ୍ରିୟାରୁ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ
ଅର୍ଗସ ବ୍ୟୁରୋ: ଭୂତ ଖାଉଥିଲେ ରାସନ ଚାଉଳ । ୧ ଲକ୍ଷ 77 ହଜାର 68 ମୃତ ହିତାଧିକାରୀ ଚିହ୍ନଟ । ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ହୋଇଟଛନ୍ତି ମୃତ ହିତାଧିକାରୀ । ଗୃହର
କରେଣ୍ଟ
40m ago
ଯନ୍ତୁ ଶିକାର କରିବାକୁ କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ
ଅର୍ଗସ ବ୍ୟୁରୋ: ଜନ୍ତୁ ଶିକାର ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାରହା ମାରିବା ପାଇଁ ଯେଉଁମାନେ ବିଦ୍ୟୁତ ବ୍ୟବହା
IAS
୬ ମାସ ଛୁଟି ପରେ କାର୍ଯ୍ୟରେ ଯୋଗ ଦେଲେ IAS ସୁଜାତା କାର୍ତ୍ତିକେୟନ
ଅର୍ଗସ ବ୍ୟୁରୋ: ୬ ମାସ ଛୁଟି ପରେ କାର୍ଯ୍ୟରେ ଯୋଗ ଦେଲେ ସୁଜାତା କାର୍ତ୍ତିକେୟନ । ପୂର୍ବରୁ ଦାୟିତ୍ୱ ରେ ଥିବା ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ରେ ଯୋଗ ଦେଇଛନ୍ତି ସୁଜାତା