ଟିଏମସିର ପ୍ରଭାବଶାଳୀ ନେତା ଶାହାଜାହାନ୍‍ ଶେଖ ଗିରଫ
by Argus News
Thu, Feb 29 | 1:18 p.m.

ଅର୍ଗସ ବ୍ୟୁରୋ :  ଗିରଫ ହେଲେ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମସି ନେତା ଶାହାଜାହାନ୍‍ ଶେଖ। ଘଟଣାର ୫୫ଦିନ ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୁଲିସ ଶାହାଜାହାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ।

ଅଧିକ ପଢନ୍ତୁ ଭାରତ ଖବର

ଶାହାଜାହାନ ଟିଏମସିର ଜଣେ ପ୍ରଭାବଶାଳୀ ନେତା। ଜାନୁଆରୀ ୫ତାରିଖରେ ରାସନ ବଣ୍ଟନ ଦୁର୍ନୀତିରେ ପଚରାଉଚରା କରିବା ପାଇଁ ଶାହାଜାହାନଙ୍କ ଘରେ ଇଡ଼ି ପହଂଚିଥିଲା। ତାଙ୍କ ସହଯୋଗୀ ମାନେ ଇଡ଼ି ଟିମ ଉପରେ ଆକ୍ରମଣ କରିଥିଲେ। ପରେ ଇଡ଼ି ଶାହାଜାହାନଙ୍କୁ ପଚରାଉଚରା କରିବା ପାଇଁ ବାରମ୍ବାର ନୋଟିସ୍‍ କରଥିଲା। ହେଲେ ଇଡି ଅଧିକାରୀଙ୍କୁ ଉପରେ ଆକ୍ରମଣ କରି ଶାହାଜାହାନ ହାଜର ହୋଇନଥିଲେ। ଏହାପରେ ଗତ ସୋମବାର ଦିନ ଆସନ୍ତା ୪ ତାରିଖ ସୁଦ୍ଧା ଶାହାଜାହନଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ