ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ ଶ୍ରୀରାମ ‘ଚରଣ ପାଦୁକା’ ସ୍ଥାପନ
by Argus News
Thu, Dec 07 | 7:50 a.m.

ଅର୍ଗସ ବ୍ୟୁରୋ :  ଆସନ୍ତା ବର୍ଷ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଧାର୍ମିକ ଉତ୍ସାହରେ ଭରିଯାଇଛି ଅଯୋଧ୍ୟା ନଗରୀ। ଅଯୋଧ୍ୟାକୁ ତ୍ରେତୟା ଯୁଗର’ ନଗରୀ ରୂପରେ ସଜାଇବା ପାଇଁ ପ୍ରୟାସ କରାଯାଉଛି।  ସେଥିପାଇଁ ଅଯୋଧ୍ୟା ବ୍ରହ୍ମା କୁଣ୍ଡର ଟେଣ୍ଟ ସିଟିରେ  ରାମ ‘ଚରଣ ପାଦୁକା’ ସ୍ଥାପନ କରାଯାଇଛି। ଏହି ପାଦୁକା ଶ୍ରୀରାମଙ୍କ ପାଦୁକା ଭାବରେ ପୂଜିତ ହେବ ।  ‘ଚରଣ ପାଦୁକା’କୁ ପୂଜା କରିବା ପୁରା ଅଯୋଧ୍ୟା ଯାତ୍ରା ସହିତ ସମାନ ବୋଲି ମନ୍ଦିରର ଜଣେ ପୁରୋହିତ କହିଛନ୍ତି ।

ଅଧିକ ପଢନ୍ତୁ : ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ

 ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ 22 ଜାନୁୟାରୀ 2024 ରେ ହେବାକୁ ଯାଉଛି। ସେହି ଦିନ ସମଗ୍ର ଦେଶରେ ପ୍ରାୟ 5 ଲକ୍ଷ ମନ୍ଦିରରେ ଏକକାଳୀନ ପ୍ରାର୍ଥନା କରାଯିବ। ‘ପ୍ରାଣ ପ୍ରତିଷ୍ଠାର ଐତିହାସିକ ମୁହୂର୍ତ୍ତରେ 4000 ସାଧୁ ଏବଂ 2500 ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହିବେ ।

ବିଧାୟକଙ୍କ
ବିଧାୟକଙ୍କ PSO ଦେଇଥିବା ମାମଲା ନେଲା କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ ।କ୍ରାଇମବ୍ରାଞ୍ଚକୁ ତଦନ୍
ଜାମିନ୍
ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?
କିଏ କହୁଛି ସତ। ଭବ ପ୍ରକାଶ ଦାସ ଓରଫ ଲଲ ଦାସଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ । ନା ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। ଶନିବାର ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ
ରାଜ୍ୟ ସରକାର
ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: କୂଳପତି ଓ ପ୍ରଫେସର ଚୟନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତତ୍ତା ଫେରାଇବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି। ଓଡ଼ିଶ
‘ସୁଭଦ୍ରା’ ଟଙ୍କା
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକ
ପ୍ରଧାନମନ୍ତ୍ରୀ
୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍