ଅର୍ଗସ ବ୍ୟୁରୋ: ତାତିରୁ ମିଳିପାରେ ଆଶ୍ବସ୍ତି। ଆଜିଠୁ ବଦଳିବ ପାଗର ମିଜାଜ୍। ଆସନ୍ତା 4 ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା।
ଉତ୍ତର ଉପକୂଳରେ ୪୦ ରୁ ୫୦ କିମି ବେଗରେ ବହିପାରେ ପବନ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର