ୱାଇ ଫାଇ ନୁହେଁ  ଲାଇ ଫାଇରେ ଚାଲିବ ଇଣ୍ଟରନେଟ: ଉଦ୍ଭାବନ କଲେ ଜ୍ଞାନ ରଞ୍ଜନ 
by Argus News
Sat, Nov 25 | 12:59 p.m.

ଯାଜପୁର: ବିନା ୱାଇଫାଇରେ ଚାଲୁଛି ଇଣ୍ଟରନେଟ । ବୈଜ୍ଞାନିକଙ୍କ ଉଦ୍ଭାବନରେ ଆଉ ଏକ ନୁଆ ଯୁଗର ଉଦ୍ଭାବନ କରିଛନ୍ତି ଯାଜପୁରର ପୁଅ ଜ୍ଞାନ ରଞ୍ଜନ। ୱାଇ ଫାଇ ନୁହେଁ  ଲାଇ ଫାଇରେ ଚାଲିବ ଇଣ୍ଟରନେଟ।  ଘର ଭିତରେ  ଲାଇଟ୍ ୱେବ୍ ସାହାଯ୍ୟରେ ଡାଟା ଉପଲବ୍ଧ ହେବ ଆଉ ଇଣ୍ଟରନେଟ କନେକ୍ଟ ହେବ।  ରେଡିଏସନ ଦ୍ବାରା ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଠି ହେଉଥିବାରୁ ଏହା ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ହେଇ ଛିଡା ହେବ ହେବ ।  

ଏଭଳି ଏକ ଗବେଷଣାରେ ଅପୂର୍ବ ସଫଳତା ଅର୍ଜ୍ଜନ କରିଛନ୍ତି ଯାଜପୁର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ଆଉ ଜ୍ଞାନଙ୍କ ଏଭଳି ଚମତ୍କାର ଜ୍ଞାନ ଦେଖି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶିକ୍ଷକ ରୂପେ ଗ୍ରହଣ କରିଛନ୍ତି ବୋଲି ଅତି ଉତ୍କଣ୍ଠାର ସହ କହିଥିଲେ ଜ୍ଞାନରଞ୍ଜନ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଭୟାବହ ଅଗ୍ନିକାଣ୍ଡ
12m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
13m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
23m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ