କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ ଜଗମୋହନ ମୀନା
by Argus News
Tue, Oct 01 | 11:11 a.m.

ଅର୍ଗସ ବ୍ୟୁରୋ : କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା । ଆଇ ପି ଏସ ପ୍ରକାଶ ଆର୍ ଙ୍କ ବଦଳି ପରେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକ ର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଦାୟିତ୍ବ ଗ୍ରହଣ ପରେ ଡିସିପି ପତିକ୍ରିୟା ଦେଇ କହିଛନ୍ତି ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଛି ତେଣୁ ତାହା ଉପରେ ଆମର ଗୁରୁତ୍ଵ ରହିବ ।

ଅଧିକ ପଢନ୍ତୁ : ହଠାତ୍‌ କାହିଁକି ବଦଳିଲେ ଏତେ ମାତ୍ରାରେ IPS ?

ଆଜି ସମସ୍ତ ବରିଷ୍ଠ ଅଧିକାରୀ ଓ ଆଇଆଇସି ମାନଙ୍କ ସହିତ ଆଲୋଚନା କରିବି । କେମିତି ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବା ସହ ମହିଳା ମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ । ଆଗାମୀ ଦିନ ଗୁଡ଼ିକ ଆମ ପାଇଁ ବଡ଼ ଆହ୍ୱାନ ରହିବ । କଟକ ର ନାଗରିକ ମାନଙ୍କ ସହଯୋଗ ରେ ଆମେ ଭଲରେ ସବୁ କିଛି କରି ପାରିବୁ । ବଡ଼ ବଡ଼ ଅପରାଧୀ ମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଦୁଇଦିନିଆ ଦିଲ୍ଲୀ
6m ago
ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: 'ଉତ୍କର୍ଷ ଓଡିଶା : ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ପ୍ରାକ ପ୍ରସ୍ତୁତି । ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ କହିଲେ
ମୁଖ୍ୟମନ୍ତ୍ରୀ କହିଲେ ଯାଜପୁରକୁ ଲୁଟିଛନ୍ତି ବିଜେଡିର ୩ ପରିବାର
ଅର୍ଗସ ବ୍ୟୁରୋ: ଯାଜପୁର ବଡଚଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କଲେ 3 ପରିବାରକୁ। କହିଲେ ଯାଜପୁରର ବିକାଶ ନୁହେଁ ବିନାଶ କରିଛନ୍ତି ଏଇ ପରିବାର। ଏଇ ପ୍ରସଙ୍ଗରେ ସିଧାସଳଖ ନା
ବିଜେପି
ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି
ଭୁବନେଶ୍ୱର: ବଦଳିବ ସ୍କୁଲ ଭାଗ୍ୟ । ରୂପାନ୍ତରଣ ନାଁରେ ଆଉ ରଙ୍ଗ ବୋଳା ନୁହେଁ । ସତ ରୂପାନ୍ତରଣ କରିବାକୁ ବିଜେପି ସରକାରର ଦାବି । ପ୍ରତ୍ୟେକ ସ୍କୁଲରେ ରହିବ ବିଜୁଳି, ପାନୀୟ ଜଳ