ଇରାନ ଆଟାକ୍ ର ୫ ଦିନ ପରେ ଜବାବ ଦେଲା ଇସ୍ରାଏଲ
by Argus News
Fri, Apr 19 | 3:16 p.m.

ନୂଆଦିଲ୍ଲୀ: ଇରାନ ଆଟାକ୍ ର ୫ ଦିନ ପରେ ଜବାବ ଦେଲା ଇସ୍ରାଏଲ। ଇରାନର ମିସାଇଲ ମାଡର ଜବାବ ରେ ଡ୍ରୋନ ଆକ୍ରମଣ କରିଛି ଇସ୍ରାଏଲ। ଖବର ଅନୁସାରେ ୩ ବଡ ଡ୍ରୋନ ଆକ୍ରମଣ ପରେ ଥରିଥିଲା ଇରାନର ଇସ୍‌ଫାହନ ସିଟି। ଏଠାରେ ଥିବା ବିମାନ ବନ୍ଦର ନଷ୍ଟ ଭ୍ରଷ୍ଟ ହୋଇଥିବାର ଚିତ୍ର ସାମନାକୁ ଆସିବା ପରେ ହଲ ଚଲ ହୋଇଛି ମଧ୍ୟପ୍ରାଚ୍ୟ।

ଇରାନକୁ ଇସ୍ରାଏଲର ଡ୍ରୋନ ଆଟାକ ପରେ ଯୁଦ୍ଧ ପରିସ୍ଥିତି ଘନଉଥିବା ଆଶଙ୍କା କରାଯାଉଛି। ଇସ୍ରାଏଲ ଆକ୍ରମଣ ପରେ  ତେହେରାନ ଏବଂ ଏହାର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳର  ବିମାନ ଚଳାଚଳ ସ୍ଥଗିତ ରଖିଛି। ଅନ୍ୟପଟେ  ଇସ୍ରାଏଲ ସହିତ ବିବାଦରେ  ଆମେରିକା ମୁଣ୍ଡ ଲଖେଳାଉ ବୋଲି କହିଲେ  ଇରାନ ମୁଖ୍ୟ ଆଇତୋଲ୍ଲା ଖୋମିନୀ । ତେବେ ଏପରି ସ୍ଥିତରେ ପଶ୍ଚିମ ଦେଶମାନଙ୍କ ପରବର୍ତୀ ପଦକ୍ଷେପ କୁ ଅପେକ୍ଷା। 

ଅଧିକ ପଢନ୍ତୁ ବିଦେଶ ଖବର 

ରାଜ୍ୟରେ ଲାଗୁ ହେବ
12m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର