ସୂର୍ଯ୍ୟଙ୍କ ଫଟୋ କଏଦ କଲା ଆଦିତ୍ୟ ଏଲ୍‌୧, ସୂଚନା ଦେଲା ଇସ୍ରୋ
by Argus News
Sat, Dec 09 | 6:56 a.m.

ଅର୍ଗସ ବ୍ୟୁରୋ : ସୂର୍ଯ୍ୟଙ୍କ ଫଟୋ କଏଦ କଲା ଆଦିତ୍ୟ ଏଲ୍‌୧। ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌୧ରେ ଲାଗିଥିବା ପେଲୋଡ୍‌ ସୁଟ୍‌ ସୂର୍ଯ୍ୟଙ୍କ ଫଟୋ ଉତ୍ତୋଳନ କରିଛି । ଇସ୍ରୋ ଶୁକ୍ରବାର ଏହି ସୂଚନା ଦେଇଛି । ଇସ୍ରୋ ନିଜର ଅଫିସିଆଲ୍‌ ‘ଏକ୍ସ’ ହ୍ୟାଣ୍ଡେଲ୍‌ରୁ ଏକ ପୋଷ୍ଟରେ କହିଛି ଯେ ‘ସୁଟ୍ ପେଲୋଡ୍ ଅଲଟ୍ରାଭାଓଲେଟ୍ ୱେଭ ଲେନ୍ଥସ୍‌ ନିକଟରେ ସୂର୍ଯ୍ୟଙ୍କର ପୂର୍ଣ୍ଣ ଡିସ୍କ ଇମେଜ୍‌ କଏଦ କରିଛି ।

ଅଧିକ ପଢନ୍ତୁ ଭାରତ ଖବର

 

ଶନର ଉଦ୍ଦେଶ୍ୟ ହେଉଛି ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ୍ କିଲୋମିଟର ଦୂରରେ ଥିବା ଲଙ୍ଗ ରେଞ୍ଜ ପଏଣ୍ଟ ୧ର ହାଲୋ କକ୍ଷପଥରେ ନିଜକୁ ପ୍ରତିଷ୍ଠିତ କରିବା । ଲଙ୍ଗ୍ରେଞ୍ଜ୍ ପଏଣ୍ଟଗୁଡିକ ସ୍ପେସର ଏକ ସ୍ଥାନ ଯେଉଁଠାରେ ଯେତେବେଳେ କିଛି ରଖାଯାଏ ଏହାକୁ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇପାରିବ । ବୈଜ୍ଞାନିକ ଜୋସେଫ ଲୁଇ ଲାଗ୍ରେଞ୍ଜଙ୍କ ନାମରେ ଏହି ପଏଣ୍ଟଗୁଡ଼ିକର ନାମକରଣ କରାଯାଇଛି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ