ସୁନ୍ଦରଗଡରେ ଆୟକର ବିଭାଗର ଚଢାଉ
by Argus News
Fri, Jan 19 | 11:34 a.m.

ସୁନ୍ଦରଗଡ: ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ । ବ୍ୟବସାୟୀ ଘନଶ୍ୟାମ ଓ ଭାଇ ବବଲୁ ଡାଲମିଆଙ୍କ ଘରେ ରେଡ କରିଛି ଆଇଟି । ଏକକାଳୀନ ଘର, ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ହୋଇଛି ।  ସୁନ୍ଦରଗଡ, ରାଉରକେଲା, ଛତିଶଗଡ଼, ରାଏଗଡ଼, ରାଏପୁରରେ ଆୟକର ବିଭାଗ ପକ୍ଷରୁ ରେଡ ଚାଲିଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

ଦାଦନଗଡ଼
6m ago
ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା
ଭୁବନେଶ୍ୱର: ଦାନା-ଦାଦନ-25 ବର୍ଷର ଅପାରଗତା । ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା । ବାହାରିନରେ କାମ କରିବାକୁ ଯାଇ ଶବ ପାଲଟିଗଲେ ଖଲ୍ଲିକୋଟ ବାଗଲପୁର
AKSHAYA TRITIYA
8m ago
ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ...
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମ
ଚାଷୀଙ୍କୁ ଧୋକା
13m ago
କଥା କମ୍ , କାମ ବେଶି ବଦଳରେ ଚାଷୀଙ୍କୁ ଧୋକା
ସମ୍ବଲପୁର: ସମ୍ବଲପୁର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2014ରେ ଶିଳାନ୍ୟାସ କରିଥିବା ନୀଳଡୁଙ୍ଗୁରୀରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ ପାଇଁ ଏଯାଏ