ବିଜେପିରେ ମିଶିଲେ ଦେବାଶିଷ, ନିହାର
by Argus News
Sun, Feb 25 | 5:23 p.m.

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ବିଜେଡି ଛାଡି ପଦ୍ମ ଧରିଲେ ଦେବାଶିଷ ନାୟକ । 4 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତାଫା ଦେବାର କେଇଟା ମୁହୂର୍ତ୍ତ ପରେ ବିଜେପିରେ ସାମିଲ୍ ହୋଇଛନ୍ତି ଦେବାଶିଷ । 

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଇସ୍ତଫା ପତ୍ର ଦେଇଥିଲେ ଦେବାଶିଷ ନାୟକ । ସେହିପରି ପୂର୍ବତନ ବିଧାୟକ ନିହାର ମହାନନ୍ଦ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । 

ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ହେଭିୱେଟ୍ । ପ୍ରତି ଜିଲ୍ଲା ପ୍ରତି ବ୍ଲକରେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । ତେବେ ନିର୍ବାଚନ ଆଉ କେଇଟା ଦିନ ବାକି ଥିବାବେଳେ ଅସନ୍ତୁଷ୍ଟଙ୍କୁ କେମିତି ଦଳ ମ୍ୟାନେଜ କରି ନିର୍ବାଚନ ଲଢୁଛି ତାହା ଦେଖିବାର କଥା ।  

ବିଜେଡି ଛାଡିଲେ ଦେବାଶିଷ ନାୟକ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ