୧୫ର ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଗୁରୁତର
by Argus News
Sat, Mar 09 | 7:26 p.m.

ଅର୍ଗସ ବ୍ୟୁରୋ : ବିଷାକ୍ତ ଖାଦ୍ୟ ଖାଇ ୧୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୋରୁ ଗୁରୁତର । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ଠାରେ । ଆଜି ସକାଳେ ସେହି ବିଷାକ୍ତ ଖାଦ୍ୟ ଖାଇବା ପରେ ସେମାନଙ୍କର ପେଟ ଫୁଲି ଯାଇଥିଲା । କିଛି ସମୟ ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୁରୁବାର ଦିନ ନିକଟସ୍ଥ ହାଟ ପଡ଼ିଆରେ ଚବିଶ ପ୍ରହରୀ ଅନୁଷ୍ଠିତ ହେଇଥିଲା । ସେଥିରେ ବଳକା ଖାଦ୍ୟକୁ ସେହି ପଡ଼ିଆରେ ପକାଇ ଦେଇଥିଲେ । ଆଜି ଗୋରୁ ଗୁଡିକ ଚରିବାକୁ ଯାଇଥିବା ବେଳେ ସେହି ଖାଦ୍ୟକୁ ଖାଇଥିଲେ । ଫଳରେ ଘଟଣା ସ୍ଥଳରେ ପେଟ ଫୁଲି ଯାଇଥିଲା ଓ ତଳେ ପଡ଼ିଯାଇଥିଲେ । କିଛି ଘଣ୍ଟା ମଧ୍ୟରେ ସେମାନଙ୍କର ମୃତ୍ୟୁ ଘଟିଥିଲା । କିଛି ଗୋରୁ ଗୁରୁତର ଅବସ୍ଥାରେ ପଡି ରହିଛନ୍ତି । 

SECOND
42m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ