ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଥିଲେ ରାହୁଲ ଓ ସୋନିଆଙ୍କ ATM
by Argus News
Mon, Dec 11 | 1:25 p.m.

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଥିଲେ ରାହୁଲ ଓ ସୋନିଆଙ୍କ ATM । BJP IT ସେଲ୍ ମୁଖ୍ୟ ଅମିତ ମାଲଭୀୟଙ୍କ ଟ୍ବିଟ୍ ପ୍ରହାର । କଂଗ୍ରେସ ପାଖରେ ରହିଛି କଳା ଧନର ସାମ୍ରାଜ୍ୟ। ଧୀରଜଙ୍କ ଭଳି ଦୁର୍ନୀତି ଖୋର ନେତା ରାହୁଲଙ୍କ ଏକାନ୍ତ ଅନୁଗାମୀ। ଏହା ହିଁ କଂଗ୍ରେସର କଳା ସାମ୍ରାଜ୍ୟର ପୋଲ୍ ଖୋଲିଛି। ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ଗ୍ୟାରେଣ୍ଟି । ପୂର୍ବରୁ ଟ୍ବିଟ୍ କରି ପିଏମ ମୋଦି କହିଥିଲେ ଯେ ଦୁର୍ନୀତି ଖୋରଙ୍କୁ ଗୋଟି ଗୋଟି କରି ଲୋକଙ୍କ ଟଙ୍କା ଫେରାଇବାକୁ ପଡିବ। 

ଏହା ମୋଦିଙ୍କ ଗ୍ୟାରେଣ୍ଟି। ଦେଶ ସ୍ବାଧୀନ ହେବା ପରଠୁ ଜଣେ ସାଂସଦଙ୍କ ପାଖରୁ ଏତେ ଟଙ୍କା କେବେ ବି ଜବତ ହୋଇନି। ସେପଟେ ରାଜ୍ୟ ସରକାରଙ୍କ ନୀତି ନୈତିକତାକୁ ନେଇ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି  ବେନାମୀ ଧନର ମୂଳ ଉତ୍ସ କେଉଁଠି ? ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି? ବୋଲି ସେ ପ୍ରଶ୍ନ କରିଥିଲେ।  ଧୀରଜଙ୍କ ସାମ୍ରାଜ୍ୟର ପରିଚାଳନା ଦାୟିତ୍ବ ଥିଲା ବିଜେଡି ସରକାର ହାତରେ। ଯେଉଁଥି ପାଇଁ ଦଶନ୍ଧି ଧରି ଲାଇସେନ୍ସର ଟେଣ୍ଡର ହେଉନଥିଲା। ବିଜେଡି କଂଗ୍ରେସର ଭିତିରି ମଧୁଚନ୍ଦ୍ରିକା ରହିଛି ଯାହା ଫଳରେ ଜାଣିବି ଅଜଣା ସାଜିଥିଲେ କି ରାଜ୍ୟ ସରକାର। ଉଠିଲା ପ୍ରଶ୍ନ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର