ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଷ୍ଟାରମେରଙ୍କୁ ଭେଟିଲେ ବାଇଡେନ
by Argus News
Thu, Jul 11 | 2:22 p.m.

ଅର୍ଗସ ବ୍ୟୁରୋ: ଜୁଲାଇ 11 ରେ ୱାଶିଂଟନ୍ ଡିସିରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାରମେର ସାକ୍ଷାତ ହୋଇଛି ।  କିର୍ ଷ୍ଟାରମର୍ଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକରେ ରାଷ୍ଟ୍ରପତି ବାଇଡେନ  ବ୍ରିଟେନକୁ  ଆମେରିକାର ସର୍ବୋତ୍ତମ ସହଯୋଗୀ ବୋଲି କହିଛନ୍ତି ।

ହାରିଲେ ସୁନକ, ବାଜି ମାରିଲା ଲେବର ପାର୍ଟି

ନାଟୋକୁ ଏକତ୍ର କରୁଥିବା ବ୍ରିଟେନକୁ ନାଟୋ ଦେଶ ମାନଙ୍କୁ ଏକାଠି କରିଥିବା ଟ୍ରାନ୍ସଆଟ୍ଲାଣ୍ଟିକ ନଟ୍ ବୋଲି କହିଛନ୍ତି । ନାଟୋ ଶିଖର ସମ୍ମିଳନୀର 75 ତମ ବାର୍ଷିକୀରେ ନାଟୋ ଆହୁରି ବଡ,ଆହୁରି  ଶକ୍ତିଶାଳୀ ହେବ ବୋଲି କହିଛନ୍ତି ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଷ୍ଟାରମେର । 


 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା